Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Dhaulli Case: ଧଉଳି ଗଣଦୁଷ୍କର୍ମ ମାମଲା: ପୁରୁଷ ବନ୍ଧୁ କଲେ ସାଙ୍ଘାତିକ ଖୁଲାସା

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ରେଡ୍‌ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ। ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ…

Cold Wave: କଲବଲ କରୁଛି ଶୀତ, ୨ ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ । ରାତିର ତାପମାତ୍ର ଅହେତୁକ ହ୍ରାସ ପାଇଛି । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ପାଞ୍ଚଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସାଧାରଣତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଶୀତ…

ଗ୍ୟାରେଣ୍ଟର ପଡିବା ମହଙ୍ଗା ପଡିଲା

ବାଲେଶ୍ୱର: କୁହାଯାଏ କାହା ପାଇଁ ମାନି ପଡିବନି। ଆଉ ଯଦି ମାନି ପଡୁଛ ଭବିଷ୍ୟତରେ ହଇରାଣ ହେବାର ସମ୍ଭାବନା ରହିଛି। ସେମିତି ଏକ ଘଟଣା ଏବେ ଚର୍ଚ୍ଚାରେ। ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ପାଇଁ ମାନି ପଡି ସର୍ବସ୍ୱାନ୍ତ ହେବାକୁ ପଡିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର…

ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁଙ୍କ ପରଲୋକ, ଓଲିଉଡ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ…

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁ । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ…

Pratibha Singh Shooter: ଝିଅ ବଦଳରେ ବନ୍ଧୁକ ଧରିଲା ମାଆ

ଭୋପାଳ: ବନ୍ଧୁକ ଚାଳନା କରିବାକୁ ପିଲା ଦିନରୁ ଇଛା ଥିଲା । ହେଲେ ସେହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ପ୍ରତି ପିଲାଙ୍କ ପରି ସେ ମଧ୍ୟ ଯୌବନ ଅବସ୍ଥାରେ ବିବାହ କଲେ । ଏହା ପରେ ଝିଅ ହେଲା । ଝିଅ ବଡ ହେବା ପରେ ତାଙ୍କୁ ସୁଟିଂ ଏକାଡେମିରେ ଭର୍ତ୍ତି କରିବାକୁ ମନସ୍ଥ କଲେ । ହେଲେ ବୟସ…

Dr S Jaishankar Jaishankar meets Israeli PM: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିଲେ ଜୟଶଙ୍କର;…

ନୂଆଦିଲ୍ଲୀ:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ତେଲ ଅଭିଭରେ ପହଞ୍ଚିଛନ୍ତି। ସେଠାରେ ସେ ଅଷ୍ଟ୍ରେଲିଆର ବଣ୍ଡି ବିଚ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି। ସେ ତାଙ୍କର ଇସ୍ରାଏଲୀ ପ୍ରତିପକ୍ଷ ଗିଦୋନ ମୋଶୋ ସାରଙ୍କ ସହିତ…

Modi, Shah must resign: ‘ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ଇସ୍ତଫା ଦେବା ଉଚିତ’

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ କେନ୍ଦ୍ର ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପରେ କଠୋର ଆକ୍ରମଣ କରିଛନ୍ତି। ଖଡଗେ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲା ରାଜନୈତିକ ପ୍ରତିଶୋଧ ପରାୟଣ ଏବଂ ଏହାର କୌଣସି ଗୁରୁତ୍ୱ ନାହିଁ। ସେ କୋର୍ଟଙ୍କ…

ରାଜଧାନୀରେ ୫୦% କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ: ଉଲ୍ଲଂଘନ କଲେ ଦେବେ ଫାଇନ୍‌

ନୂଆଦିଲ୍ଲୀ: ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ। ଏହି କାରଣରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ…

OTET Exam: ୪୫୨ଟି କେନ୍ଦ୍ରରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫ । ୪୫୨ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଓଟିଇଟି ପରୀକ୍ଷା । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି । ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା…

Sports Minister: କ୍ରୀଡା ମନ୍ତ୍ରୀଙ୍କୁ ଝଟକା: ଦୁଇ ବର୍ଷର ଦଣ୍ଡାଦେଶକୁ କାଏମ ରଖିଛନ୍ତି ସେସନ୍ସ କୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର କ୍ରୀଡା ମନ୍ତ୍ରୀ ମାଣିକରାଓ କୋକାଟେଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ନାସିକ୍ ସେସନ୍ସ କୋର୍ଟ ଏକ ଠକେଇ ମାମଲାରେ ମନ୍ତ୍ରୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଦୁଇ ବର୍ଷର ଦଣ୍ଡାଦେଶକୁ ବଜାୟ ରଖିଛନ୍ତି। ଏହି ମାମଲା ୧୯୯୮ ମସିହାରେ ସେମାନଙ୍କର ଆୟକୁ କମ୍ ରିପୋର୍ଟ କରି ୧୦%…