Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Kabul as India’s Puppet: ଔଷଧ ବଦଳରେ ତାଟିଆ କାମୁଡୁଛି ପାକିସ୍ତାନ

ନୂଆଦିଲ୍ଲୀ: ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଶାନ୍ତି ଆଲୋଚନା ହଠାତ୍ ଏକ ନାଟକୀୟ ଢଙ୍ଗରେ ବିଫଳ ହୋଇଛି, ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହାର ପରିଣାମ ଗମ୍ଭୀର ହୋଇପାରେ। କାତାର ଏବଂ ତୁର୍କୀ ଦୁଇ ଦେଶ ମଧ୍ୟରେ ଶାନ୍ତି…

Raid on Koida iron ore mine: କୋଇଡ଼ା ଲୌହ ଖଣିରେ ଚଢାଉ, ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ମଣ୍ଡଳ ଅଧିନସ୍ଥ ଜିଭି ପିଆର ଲୁହା ଖଣିରେ ଖଣି ବିଭାଗର ରେଡ୍। ଖଣି ବିଭାଗର ୪ଜଣିଆ ଟିମ୍ କରୁଛନ୍ତି ଚଢ଼ାଉ। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ କରୁଥିଲେ ଚାଲାଣ। ବାହାର ରାଜ୍ୟକୁ ଲୁହା ପଥର ଚାଲାଣ କରୁଥିବା ଅଭିଯୋଗ ହେବା ପରେ ଏଠାରେ…

Diarrhea In Ravenshaw: ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ: ୧୫ ଛାତ୍ର ଅସୁସ୍ଥ, ଏସ୍‌ସିବିରେ ଭର୍ତ୍ତି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ। ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଏନେଇ ଖବର ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ…

ଓଡ଼ିଶାରେ କାହିଁକି ଅଧିକ ବିଜୁଳି ପଡ଼େ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବର୍ଷା ଆସିଲେ ପବନ ହୁଏ ଆଉ ବିଜୁଳି ଘଡଘଡି ମଧ୍ୟ ମାରେ । ଲୋକେ ଯିଏ ଯେଉଁଠି ଥାଆନ୍ତି ବର୍ଷା ଆସିବା ମାତ୍ରକେ ସୁଖିଲା ସ୍ଥାନକୁ ଯିବାକୁ ଚାହିଁଥାନ୍ତି । ସାଧାରଣତଃ ବର୍ଷା ଦିନେ ଲୋକେ ବହୁତ ହଇରାଣ ହୋଇଥାନ୍ତି । ଅଚାନକ ବର୍ଷା ଘଡଘଡି ହେବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥାଏ…

SI Scam: SI ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର: ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ମାମଲାରେ ୧୨୩ ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଥାଉକି, ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସର୍ତ୍ତରେ ଜାମିନ ଦିଆଯାଇଛି । ଏ ନେଇ…

ଗଛ ଉପାଡିଲା, କୋଠା ଘରର ଛାତ ଉଡେଇଲା…୧୯୯୯ ବାତ୍ୟା ଠାରୁ ବି ଭୟଙ୍କର Hurricane Melissa, ଏହି ଦେଶରେ ରଚିଛି…

ନୂଆଦିଲ୍ଲୀ:୨୦୨୫ର ବିଶ୍ବର ସବୁଠୁ ଭୟଙ୍କର ବାତ୍ୟା ମେଲିସା । କରାଳ ରୂପର ବ୍ୟାପକ କ୍ଷତି ଦେଖିଲେ ଆପଣ ବି କହିବେ ଏହା ଆଗରେ ମହାବାତ୍ୟା କିଛିବି ନୁହେଁ । ୧୯୯୯ ମହାବାତ୍ୟାକୁ ବି ଟପିଗଲା । ହରିକେନ୍ ମେଲିସା ଏବେ ଜାମାଇକା ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବର୍ଗ ୫…

Cyclone Montha:’ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ବିଶେଷ ପ୍ରଭାବ ନାହିଁ’; କିନ୍ତୁ ଏହି…

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ‘ମୋନ୍ଥା’କୁ ନେଇ ଦେଲେ ବଡ ସୂଚନା । ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ଆସନ୍ତା ୩ ଘଣ୍ଟାରେ 'ମୋନ୍ଥା' ଗଭୀର ଅବପାତରେ ପରିଣତ ହେବ…

President in Rafale: ଭାରତର ଅପରେସନରେ ପାକିସ୍ତାନର ନିଦ ହଜେଇଥିଲା, ସେହି ରାଫେଲ୍ ଯୁଦ୍ଧବିମାନରେ ଉଡାଣ ଭରିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନ୍‌ରୁ ଏକ ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ୍‌ ସିଂହ ନିଜେ ରାଫେଲ ବିମାନ ଉଡ଼ାଇଥିବା ବେଳେ ଏଥିରେ ରାଷ୍ଟ୍ରପତି ବସି ଉଡାଣର ମଜା ନେଇଥିଲେ ।…

Israel-Gaza War: ଟ୍ରମ୍ପଙ୍କ ମଧ୍ୟସ୍ଥତା ପାଣିରେ ପଡିଲା…୧୮ ଦିନରେ ଭାଙ୍ଗିଲା ଅସ୍ତ୍ରବିରତି…ଗାଜା ଉପରେ ଇସ୍ରାଏଲ,…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଭାଙ୍ଗି ଯାଇଛି। ଇସ୍ରାଏଲ ପୁଣି ଥରେ ଗାଜାରେ ପ୍ରବଳ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଗାଜାର ନାଗରିକ ପ୍ରତିରକ୍ଷା ସଂସ୍ଥା ବିମାନ ଆକ୍ରମଣର ସୂଚନା ଦେଇଛି। ଆକ୍ରମଣ ପୂର୍ବରୁ…

କାହିଁକି ବେକାର ଗଲା ଦିଲ୍ଲୀରେ Cloud seeding…୩ ଘଣ୍ଟା ପରେ ବି ହେଲାନି ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ କୃତ୍ରିମ ବର୍ଷା ସୃଷ୍ଟି କରିବା ପାଇଁ, IIT କାନପୁରର ବୈଜ୍ଞାନିକମାନେ ବିମାନରୁ ରାସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ ଏବଂ କ୍ଲାଉଡ ସିଡିଂ ବ୍ୟବହାର କରିଥିଲେ। ଦିଲ୍ଲୀକୁ ଘେରି ରହିଥିବା ପ୍ରଦୂଷଣ କୁହୁଡ଼ିକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ଦୁଇଥର କ୍ଲାଉଡ୍ ସିଡିଂ…