Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Hostel Student Ill: ହଷ୍ଟେଲ ଖାଦ୍ୟ ଖାଇ ୪୧ ଅନ୍ତେବାସୀ ଅସୁସ୍ଥ

କୋରାପୁଟ: ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୪୧ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ୩୫ ଜଣ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ…

Harendra Singh resigns: ଏହି କାରଣରୁ ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍

ନୂଆଦିଲ୍ଲୀ:  ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ମୁଖ୍ୟ କୋଚ୍ ପଦରୁ ହରେନ୍ଦ୍ର ସିଂହ ହଠାତ୍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହକି ଦଳରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଭାରତୀୟ ହକି ଦଳର କୋଚ୍ ବ୍ୟକ୍ତିଗତ…

ରାତି ପାହିଲେ ସଂଗ୍ରହ ହେବ ଧାନ, ମିଳିଲା ମିଲର୍ସ ଆସୋସିଏସନର ସହଯୋଗ ପ୍ରତିଶ୍ରୁତି

ଭୁବନେଶ୍ବର:ଆଜି ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ…

ଆରମ୍ଭ ହେଲା ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ସହ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଉଦ୍ଘାଟିତ ହୋଇଯାଇଛି ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ । ଏହି ଉତ୍ସବକୁ…

୧୦୦ତମ ଜନ୍ମଦିନରେ AIIMSକୁ ୩ କୋଟି ଦାନ କଲେ ଡାକ୍ତର

ବ୍ରହ୍ମପୁର:ସମସ୍ତଙ୍କ ମୁହଁରେ ଶତାୟୁ ଡାକ୍ତର କେ.ଲକ୍ଷ୍ମୀବାଇଙ୍କ ପ୍ରଶଂସା । ବ୍ରହ୍ମପୁରର ଶତାୟୁ ଡାକ୍ତର କେ.ଲକ୍ଷ୍ମୀବାଇ । ଭୁବନେଶ୍ବର ଏମସକୁ ଦାନ କଲେ ୩ କୋଟି ୪୦ ଲକ୍ଷ ଟଙ୍କା । ନିଜର ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ବ୍ରହ୍ମପୁରର ଡାକ୍ତର ଲକ୍ଷ୍ମୀ ବାଈଙ୍କ ନିଆରା ନିଷ୍ପତ୍ତି…

ନନ୍ଦନକାନନରେ ଦେଖିବାକୁ ମିଳିବ ରେଡ୍‌ ପାଣ୍ଡା; ଆହୁରି ଆସିବେ ନୂଆ ଅତିଥି…

ଭୁବନେଶ୍ବର:ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଦିଆଯିବ ଏକ ଧଳା ବାଘ । ବଦଳରେ ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନାରୁ ନନ୍ଦନକାନନକୁ ୨ଟି ରେଡ୍‌ ପାଣ୍ଡା, ହଳେ ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ  ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ । ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ନେବା…

BJD in Bhadrak: ବିଜେଡିରୁ ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା; ଏପଟେ ନବୀନ ନିବାସରେ ବୈଠକ

ଭଦ୍ରକ:ଭଦ୍ରକରେ ବିଜେଡିକୁ ଝଟକା । ସୋମବାର ବିଜେଡ଼ିର ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜ ଇସ୍ତଫା ପତ୍ର ଜିଲ୍ଲା ବିଜୁ ଜନତା ଦଳ ସଭାପତିଙ୍କୁ ପଠାଇଛନ୍ତି । ଦଳର…

ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନଗୁଡ଼ିକୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଲୋକଭବନ ଭାବେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ କରାଯାଇଛି। ଯାହା ଦେଶବ୍ୟାପୀ ରାଜଭବନଗୁଡ଼ିକୁ ଲୋକଭବନ ଏବଂ ରାଜ ନିବାସକୁ ଲୋକ ନିବାସ…

ପୋଲିସ ବାହିନୀରେ ମହିଳାଙ୍କୁ ନିର୍ଯାତନା ଘଟଣା; ୩ ବର୍ଷରେ ୧୮ ମାମଲା 

ଭୁବନେଶ୍ୱର: ୨୦୨୩ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଓଡ଼ିଶାରେ ପୋଲିସ ବାହିନୀରେ କାର୍ଯ୍ୟରତ ମହିଳାଙ୍କ ପ୍ରତି ନିର୍ଯାତନା ଜନିତ ୧୮ଟି ମାମଲା ରୁଜୁ ହୋଇଛି। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଇନ…

India Qualify for AFC U17 Asian Cup 2026: ଭାରତୀୟ U17 ଫୁଟବଲ୍ ଦଳ ରଚିଲେ ଇତିହାସ; ୧୯୫୯ ପରେ ପ୍ରଥମ ଥର ପାଇଁ…

ଅହମ୍ମଦାବାଦ:ଭାରତୀୟ ୧୭ ବର୍ଷରୁ କମ୍ ଫୁଟବଲ୍ ଦଳ ରବିବାର( ନଭେମ୍ବର ୩୦ ତାରିଖ) ଅହମ୍ମଦାବାଦରେ ଇତିହାସ ରଚିଛି। ଟମ୍ ଇଣ୍ଡିଆ ଇରାନ ବିପକ୍ଷରେ ଐତିହାସିକ ୨-୧ ବିଜୟ ସହିତ ଆସନ୍ତା ବର୍ଷ ସାଉଦି ଆରବରେ ହେବାକୁ ଥିବା AFC ୧୭ ବର୍ଷରୁ କମ୍ ଏସୀୟ କପ୍ ( AFC U17 Asian Cup Saudi Arabia…