Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Blast: ଆତଙ୍କୀ ମଡ୍ୟୁଲରେ ଏକ ବଡ ଖୁଲାସା, ପାକିସ୍ତାନୀ ଡ୍ରୋନ ଭାରତରେ ଆଣିବାକୁ ଥିଲା ଯୋଜନା..

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ବାହାରେ ବିସ୍ଫୋରଣ ପରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର ତଦନ୍ତ ଜାରି ରଖିଛନ୍ତି । ଏହି ସମୟରେ, ସେମାନେ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆତଙ୍କବାଦୀ…

Wing Commander Namansh Syal: ପଞ୍ଚତତ୍ତ୍ବରେ ବିଲୀନ ହେଲେ ସହିଦ ୱିଙ୍ଗ କମାଣ୍ଡର ନମଂଶ

ନୂଆଦିଲ୍ଲୀ:ପଞ୍ଚତତ୍ତ୍ବରେ ବିଲୀନ ହୋଇଛନ୍ତି ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲ । ଦୁବାଇ ଏୟାର ଶୋ’ ବେଳେ ତେଜସ୍ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ କମାଣ୍ଡର ନମଂଶ । ଆଜି ତାଙ୍କ ଜନ୍ମମାଟି ପଟିୟାଲକର ଗାଁରେ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି।…

Pakistan Bullet Train: ବୁଲେଟ ଟ୍ରେନ ଚଲାଇବ କାଙ୍ଗାଳ ପାକିସ୍ତାନ, ଭାରତ ସାଙ୍ଗରେ ଟକ୍କର ଦେବା ମହଙ୍ଗା ପଡିବ…

ନୂଆଦିଲ୍ଲୀ: ପାକିସ୍ତାନ ବର୍ତ୍ତମାନ ଇତିହାସର ସବୁଠାରୁ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। IMF ପରିସ୍ଥିତି ଏହାର ପାଇଁ ଏକ କଣ୍ଟା ପାଲଟିଛି, ଏବଂ ତା ଉପରେ, ସରକାରୀ ରାଜକୋଷ ଋଣ ଉପରେ ଚାଲୁଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ, ପାକିସ୍ତାନ ଏହାର ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ…

Bomb Threat: ହାଇଦ୍ରାବାଦ ବିମାନବନ୍ଦରକୁ ମିଳିଲା ବୋମା ଧମକ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (RGI)କୁ ବୋମା ଧମକ ମିଳିଛି । ବିମାନବନ୍ଦରରେ ବୋମା ରଖାଯାଇଥିବା ସୂଚନା ଯୋଗୁଁ ବାହାରିନରୁ ହାଇଦ୍ରାବାଦ ଯାଉଥିବା ଏକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନଭେମ୍ବର ୨୨ ତାରିଖ ରାତି ୧୦ଟା ୩୦ରେ ବିମାନଟି…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆମେ ପ୍ରସ୍ତୁତ ଅଛୁ: ମନ୍ତ୍ରୀ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସେଥିପାଇଁ ସାରା ଓଡିଶାବାସୀ ଏବେ ଚିନ୍ତାରେ ରହିଛନ୍ତି । କାରଣ ଏବେ ଚାଷ ଅମଳ କରିବାର ସମୟ । ଯଦି ଏହି ସମୟରେ ବାତ୍ୟା ହୁଏ ତେବେ ବଡ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ବାତ୍ୟା…

Meta Engineer Uber Message: ଛାତି ଥରାଇ ଦେଇଥିଲା ଗୁଗୁଲ ଅନୁବାଦ: କ୍ୟାବ୍ ଡ୍ରାଇଭରର ମ୍ୟାସେଜ୍ ପଢି ଇଞ୍ଜିନିୟର…

ନୂଆଦିଲ୍ଲୀ: ଛାତି ଥରାଇ ଦେଇଥିଲା ଗୁଗୁଲ ଅନୁବାଦ । ଜଣେ ଭାରତୀୟ ଟେକ୍ନିସିଆନଙ୍କ ସାଧାରଣ ସକାଳ ଯାତ୍ରାକୁ ଭୟଙ୍କର ସକାଳରେ ପରିଣତ ହୋଇଥିଲା, ଯେତେବେଳେ ଭୁଲ ଅନୁବାଦିତ ଉବର ଡ୍ରାଇଭରଙ୍କ ମେସେଜ ତାଙ୍କୁ ଛାନିଆ କରାଇଥିଲା । ଯେଉଁଥିରେ ଲେଖାଥିଲା ଯେ, ତାଙ୍କ ଡ୍ରାଇଭର "ହତ୍ୟା ବିପଦ"ର…

ISI-Pakistan Link: ପାକିସ୍ତାନରୁ ଅର୍ଡର, ବିହାରରୁ ଅପରେସନ୍…

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ଖୋଲୁଛି ଗୋଟେ ପରେ ଗୋଟେ ସତ...ଦିଲ୍ଲୀରୁ କାଶ୍ମୀର…ପାକିସ୍ତାନରୁ ତୁର୍କୀ, ମାଲେସିଆ ଯାଏଁ ଲମ୍ବିଛି ଷଡଯନ୍ତ୍ରର ସୂତ୍ର...ପାକିସ୍ତାନରେ ବସି, ଭାରତରେ ଅଶାନ୍ତି କରିବାକୁ ଚାଲିଥିଲା ଯୋଜନା...ବିସ୍ଫୋରକ, ବନ୍ଧୁକ…ଆଉ ଏବେ ବିହାରରେ…

“ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢିପାରିବେ ଜେଲେନସ୍କି…”, ୟୁକ୍ରେନ ଶାନ୍ତି ଚୁକ୍ତି ନେଇ ଟ୍ରମ୍ପଙ୍କ ଚେତାବନୀ…

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଯୁଦ୍ଧ ନେଇ ୨୮ ସୂତ୍ରୀ ଶାନ୍ତି ଯୋଜନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶନିବାର ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ତାଙ୍କର ୨୮-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁରୋଧ କରି ଥ୍ୟାଙ୍କସଗିଭିଂ ଦ୍ୱାରା…

Baby Elephant Dies: କୂଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ନୟାଗଡ଼ : କୂଅରେ ପଡି ଚାଲିଗଲା ଆଉ ଏକ ହାତୀ ଛୁଆର ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରୁ । ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆଟିର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ…

ଦିଲ୍ଲୀରୁ ଫେରି ସିଧାସଳଖ ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନିଆ ବ୍ୟସ୍ତବହୁଳ ଦିଲ୍ଲୀଗସ୍ତରୁ ଫେରି ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍…