Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତାକାଲି ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଚମତ୍କାର ବିଜୟ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିହାର ବିଜୟ ପରେ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ସମୟରେ ଧର୍ମେନ୍ଦ୍ର ବିଭିନ୍ନ…

G20 Summit in South Africa: ୩ଦିନିଆ ଗସ୍ତରେ ଦକ୍ଷିଣଆଫ୍ରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗଦେବେ G20…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନଭେମ୍ବର ୨୧ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ବୁଧବାର ଦିନ ବୈଦେଶିକ…

ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ; ନିର୍ଦ୍ବନ୍ଦ୍ବରେ ହେଲେ ନିର୍ବାଚିତ

ଯାଜପୁର: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ୧୧ଟା ଯାଏଁ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର…

ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଲେ ହାଇକୋର୍ଟ…ଜବାବ ରଖିଲେ ADM

କଟକ: କଟକ ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡ଼ିବା ଘଟଣାକୁ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟ ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଛନ୍ତି । ତେବେ ହାଇକୋର୍ଟରେ ଜବାବ ରଖିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ । ସୂଚନାଥାଉକି, ବ୍ୟକ୍ତିଗତ ଭାବେ ହାଇକୋର୍ଟରେ…

ପୁରୀ ପୋଲିସକୁ ବଡ଼ ସଫଳତା, ୧୦ ଡକାୟତ ଗିରଫ 

ପୁରୀ: ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗର ୧୦ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ ବିଭିନ୍ନ…

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର

ପୁରୀ: ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ୍ୱ ସୁନା ସହ ୩୦ କିଲୋ ରୂପା ଦୁର୍ବୃତ୍ତ ମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ଗହଣା…

Saliasahi Eviction: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ। ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି, ଯେତେ…

Myanmar scam centers: ଜବ୍ ଠକେଇରେ ମିଆଁମାରରେ ଫସିଥିବା ୧୨୫ ଭାରତୀୟ ଉଦ୍ଧାର; ସ୍ୱତନ୍ତ୍ର ବିମାନରେ ଫେରିଲେ

ନୂଆଦିଲ୍ଲୀ:ମିଆଁମାରର ମାୟାୱାଡିରେ ଥିବା କୁଖ୍ୟାତ ଠକେଇ କେନ୍ଦ୍ରରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ମିଆଁମାରର ମାୟାୱାଡିରେ ଥିବା ଏକ ଠକେଇ କେନ୍ଦ୍ରରୁ ମୁକ୍ତ ହେବା ପରେ ଭାରତ ବୁଧବାର ଦିନ ଏକ ସ୍ୱତନ୍ତ୍ର ଆଇଏଏଫ ବିମାନରେ ଥାଇଲ୍ୟାଣ୍ଡରୁ ୧୨୫ ଜଣ…

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର; ଜାଣନ୍ତୁ କେତେ ରହିଛି ଦାମ…

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବା ପାଇଁ ଓଡ଼ିଶା ସରକାର ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଭୁବନେଶ୍ୱରରେ ବଢୁଥିବା…

ପୋଲିସ SI କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ। ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ। ଜାମିନକୁ ବିରୋଧ କରିଥିଲା ସିବିଆଇ। ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା।…