Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

PAK Afghan Clash: ତୁର୍କୀରେ ତାଲିବାନ ସହିତ ଚାଲିଛି ଆଲୋଚନା, ପାକିସ୍ତାନ ଭଙ୍ଗ କଲା ଯୁଦ୍ଧବିରତ, ୧୧ ଆଫଗାନ ମୃତ

ନୂଆଦିଲ୍ଲୀ: ତୁର୍କୀରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ, ସୀମାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଗୁରୁବାର ଦିନ, ଅନେକ ଆଫଗାନ ସାମ୍ବାଦିକ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ…

Hurun India Philanthropy List 2025: ଅମ୍ବାନୀ, ଆଦାନୀ ନୁହେଁ; ଏହି ବ୍ୟକ୍ତି କଲେ ଅଧିକ ଦାନ…

ମୁମ୍ବାଇ: ହୁରୁନ୍ ପରୋପକାର ତାଲିକା ୨୦୨୫ ଅନୁଯାୟୀ ଚଳିତ ବର୍ଷ ଶିବ ନାଦର ୨୭୦୮ କୋଟି ଟଙ୍କା ଦାନ କରି ହୁରୁନ୍ ତାଲିକାର ଶୀର୍ଷରେ ଅଛନ୍ତି। ୮୦ ବର୍ଷୀୟ ଶିବ ନାଦର ଟେକ୍ ଜାଏଣ୍ଟ ଏଚସିଏଲ ର ପ୍ରତିଷ୍ଠାତା ହେବା ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅପରପକ୍ଷେ…

Vande Mataram: ୧୫୦ ବର୍ଷ ପୂରଣ କଲା ‘ବନ୍ଦେ ମାତରମ୍’, ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ପାଳନ ପାଇଁ ଏକ ବର୍ଷବ୍ୟାପୀ ସ୍ମାରକୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଦି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ…

ଏଟିସିରେ ଯାନ୍ତ୍ରିକ ତ୍ରୁଟି, ୧୦୦ରୁ ଅଧିକ ବିମାନ ଉଡାଣ ବିଳମ୍ୱ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡାଣ ବାଧାପ୍ରାପ୍ତ…

Bihar Elections 2025: ଜନସମର୍ଥନ ନା ପରିବର୍ତ୍ତନର ଝଡ଼…ବିହାରରେ ରେକର୍ଡ ଭୋଟର ମତଦାନ…କ’ଣ…

ପାଟନା: ରେକର୍ଡ ଭାଙ୍ଗିଲା ବିହାର ବିଧାନସଭା ମତଦାନ। ଗୁରୁବାର ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନରେ ବିହାରର ୧୮ ଜିଲ୍ଲାର ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୯ ପ୍ରତିଶତ ମତଦାନ ହୋଇଥିଲା, ଯାହା ପୂର୍ବ ୨୦୨୦…

ମୋଦି ମହାନ; ଟାରିଫ୍ ବିବାଦ ଭିତରେ ନୂଆ ହିଣ୍ଟସ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଚାଲିଛି। ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ମହାନ ବନ୍ଧୁ ବୋଲି କହିବା ସହ କିଛି ହିଣ୍ଟସ ମଧ୍ୟ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ…

Philippines Typhoon Kalmaegi: ଟାଇଫୁନ୍ କଲମାଏଗି ନେଲା ୨୪୧ ଜୀବନ; ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗି ରଚିଲା ତାଣ୍ଡବ । ଅନେକ ଜୀବନ ଏବଂ ସମ୍ପତ୍ତିର ବହୁତ କ୍ଷତି ଘଟିଛି । ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହି ଘର ଭାଙ୍ଗି ଦେଇଛି। ଏହି ଟାଇଫୁନ୍ ଏପର୍ଯ୍ୟନ୍ତ ୨୪୧ ଜଣଙ୍କ ଜୀବନ ନେଇସାରିଛି ଓ ଅନେକ ନିଖୋଜ ଅଛନ୍ତି । ପରିସ୍ଥିତିକୁ…

Maoist surrender: ୧୭ ଲକ୍ଷ ପୁରସ୍କାର ରାଶି ଥିବା ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଖଇରାଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମହିଳା ନକ୍ସଲ ପୋଲିସ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କମଳା ସୋଡି ନାମକ ଏହି ମହିଳା ଜଣକ ୩୦ ବର୍ଷ ବୟସର ଏବଂ ଜଣେ ହାର୍ଡକୋର…

ବାଲିଯାତ୍ରାରେ ରୂପା ତାରକସି ପାଭିଲିଅନ୍ ଓ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ…