Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ, “ନୋ ବ୍ୟାନର ଜୋନ୍” ଫଳକ ସ୍ଥାପିତ କରିବା ପାଇଁ…

ଭୁବନେଶ୍ଵର: ଆଜି ଓଡ଼ିଶା ପ୍ରଦେଶ ରାଜଧାନୀ ଭୁବନେଶ୍ଵରର ଝାରପଡ଼ା ଛକ ଉପରେ ଅବସ୍ଥିତ ଦେଶର ଗରିମାମୟ ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ଘେରି ଅନେକ ନେତାଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି, ଯାହା ଗଭୀର କ୍ଷୋଭ ଓ…

Pralay Missile: ଓଡ଼ିଶାରେ ଭାରତର ‘ପ୍ରଳୟ’, ଧଡ୍ ଧଡ୍ ଶତ୍ରୁଙ୍କ ଛାତି

ନୂଆଦିଲ୍ଲୀ: ଶତ୍ରୁଙ୍କ ଉପରେ ବର୍ଷିବ 'ପ୍ରଳୟ' ଓଡ଼ିଶା ମାଟିରୁ ନୂଆବର୍ଷରେ ଶତ୍ରୁଙ୍କୁ ଭାରତର ଭେଟି ଶକ୍ତି ଦେଖି ଛାନିଆ ଚୀନ୍ ଏବଂ ପାକିସ୍ତାନ ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି,…

Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ,…

India warns Pakistan ‘ଆମ ଘା ଏବେ ବି ଶୁଖିନି’ : ନୂଆ ବର୍ଷରେ ପାକିସ୍ତାନକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ:ଆଜି ୨୦୨୫କୁ ବିଦାୟ ଦେଇ  ନୂଆବର୍ଷ୨୦୨୬କୁ ସ୍ବାଗତ କରାଯାଉଛି । କିନ୍ତୁ ସେହି ପୁରୁଣା ବର୍ଷରେ କିଛି ଏପରି ଘଟଣା ଘଟିଯାଇଛି ଯାହା ପ୍ରତିଟି ଭାରତୀୟଙ୍କ ମନରୁ ଲିଭିପାରିବନି ।  ଯାହାର ବଦଲା ଯେତେ ନେଲେ ବି କମ୍ ପଡିବ । ସେଥିମଧ୍ୟରୁ ଏପରି ଏକ ଛାତିଥରା ଘଟଣା ଘଟିଥିଲା ଏପ୍ରିଲ…

‘ଏହି ଦେଶ ସମସ୍ତଙ୍କର; ଧର୍ମ, ଜାତି କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରିବା ଠିକ୍ ନୁହେଁ’

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗତକାଲି ରାୟପୁରରେ ସାମାଜିକ ସମନ୍ୱୟ ଏବଂ ହିନ୍ଦୁ ସମାର କଲ୍ୟାଣ ଉପରେ କହିଥିଲେ। ସେ କହିଥିଲେ ଜାତି, ଧନ କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରାଯିବା ଉଚିତ୍ ନୁହେଁ। ଏହି ଦେଶ ସମସ୍ତଙ୍କର, ଏବଂ ଏହି ଭାବନା…

LPG Price Hike 2026: ନୂଆବର୍ଷରେ ମହଙ୍ଗା ମାଡ଼, ବଢିଲା ଏଲପିଜି ସିଲିଣ୍ଡର ଦର…

ନୂଆଦିଲ୍ଲୀ: ଆଜି ନୂତନ ବର୍ଷ ୨୦୨୬ ଆରମ୍ଭ ସହିତ ମୁଦ୍ରାସ୍ଫୀତି ଝଟକା ଲାଗିଛି। ସରକାର ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ବୃଦ୍ଧି ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ପାଇଁ…

Magha Saptami buda: ଚନ୍ଦ୍ରଭାଗାରେ ଏହି ସମୟରେ ବୁଡ ପକାଇବେ ଶ୍ରଦ୍ଧାଳୁ… ମାଘ ସପ୍ତମୀର ହେଲା ନୀତି…

କୋଣାର୍କ:ଆସନ୍ତା ଜାନୁୟାରୀ ୨୪ ଓ ୨୫ ତାରିଖ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ । ପୂର୍ବ ରାତି ମାଘ ଷଷ୍ଠୀ ଶନିବାର ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଅନୁମାନ କରାଯାଉଛି। ତେବେ ପଞ୍ଜିକାନୁଯାୟୀ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରା ଓ ସ୍ନାନ ନୀତି…

ନୂଆବର୍ଷରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟକଳାପ: ପୁଣି ଭାରତ ସୀମାରେ ପଠାଇଲା ଡ୍ରୋନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂଆ ବର୍ଷ ଅବସରରେ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଛରେ ଏକ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିଲା। ଡ୍ରୋନ୍ ଦେଖାଯିବା ପରେ ସେନା ଏହାକୁ ଠାବ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍…

New Year 2026: ସବୁ ଦେଶ କି ଭାରତର ଏହି ରାଜ୍ୟଗୁଡ଼ିକରେ ମଧ୍ୟ ପାଳନ ହୁଏ ନାହିଁ ଜାନୁଆରୀ ୧ରେ ନବବର୍ଷ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ଅଧିକାଂଶ ସ୍ଥାନ ଜାନୁଆରୀ ୧ ତାରିଖରେ ନୂତନ ବର୍ଷ ପାଳନ କରନ୍ତି, କାରଣ ଏହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ସାରା ବିଶ୍ୱରେ ପାଳିତ ହେଉଥିବା ଦିନ। ତଥାପି, କିଛି ରାଜ୍ୟ ଏବଂ ଅଞ୍ଚଳ ସେମାନଙ୍କର ନିଜସ୍ୱ ପାରମ୍ପରିକ କ୍ୟାଲେଣ୍ଡର ଏବଂ ସଂସ୍କୃତି ଯୋଗୁଁ ଜାନୁଆରୀ ୧…