Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bihar Election: ନିର୍ବାଚନ ପୂର୍ବରୁ NDA ରଣନୀତିକୁ ବଡ ଝଟକା, ଅଧରାତିରେ ପ୍ରାର୍ଥୀଙ୍କୁ ଉଠାଇ ନେଲା ପୋଲିସ୍  

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋକାମା ନିର୍ବାଚନମଣ୍ଡଳୀରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିବାଦୀୟ ଶକ୍ତିଶାଳୀ ବ୍ୟକ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ, ଜେଡିୟୁ (ଜେଡି(ୟୁ)ର ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଜନ ସୂରଜ ପାର୍ଟି ସମର୍ଥକ ଦୁଲାରଚାନ୍ଦ…

SRK turns 60: ବେବି ବୁମରସଙ୍କ ଠାରୁ ଜେନ୍ ଜେଡଙ୍କ ପର୍ଯ୍ୟନ୍ତ…ଆଜି ବି ବଲିଉଡର ବେତାଜ୍ ବାଦଶାହ ଶାହରୁଖ ଖାନ୍

ମୁମ୍ବାଇ: ବଲିଉଡର ବାଦଶାହା ଭାବରେ ଜଣାଶୁଣା ଶାହରୁଖ ଖାନ ଆଜି ତାଙ୍କର ୬୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜଗତରେ ପ୍ରାୟ ସାଢ଼େ ତିନି ଦଶନ୍ଧି ପୂରଣ କରିବା ପରେ, ତାଙ୍କ ପ୍ରଶଂସକମାନେ ତାଙ୍କୁ "କିଙ୍ଗ ଖାନ" ବୋଲି ଡାକନ୍ତି। ଦୂରଦର୍ଶନରେ ପ୍ରସାରିତ ଟିଭି ଧାରାବାହିକ "ଫୌଜି" ସହିତ…

ଭାରତ ନେପାଳ ନୁହଁ…ଅମିତ ଶାହ କହିଲେ ଏଠାରେ କାହିଁକି ହୋଇପାରିବନି ଜେନ୍-ଜି ପ୍ରତିବାଦ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ପରିବେଶ ମଧ୍ୟରେ, ଜେନ-ଜୀ ପ୍ରତିବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି । ଏକ ସାକ୍ଷାତକାର ସମୟରେ ନେପାଳରେ ଜେନ-ଜୀ ପ୍ରତିବାଦ ଉପରେ ନିଜର ମତ ପ୍ରକାଶ କରି ଅମିତ ଶାହ କହିଥିଲେ ଯେ, ନେପାଳରେ ଯେଉଁ ପ୍ରକାରର…

ତୃତୀୟ ଥର ପାଇଁ Women’s World Cup ଆଶାରେ ଭାରତୀୟ ଦଳ…ପୂର୍ବରୁ ଫାଇନାଲରୁ ଫେରିଛନ୍ତି ଦୁଇ ଦଳ…

ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୨ ରେ ନଭି ମୁମ୍ବାଇର DY ପାଟିଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବ, ଯେତେବେଳେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଫାଇନାଲ୍ ରେ…

Police SI Exam Scam: ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ଉତ୍ତରାଖଣ୍ଡରୁ ଗିରଫ କରିଥିଲା…

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲା ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା କ୍ରାଇମ୍‌ବ୍ରାଞ୍ଚ । ଏୟାରପୋର୍ଟରୁ ସିଧା କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଗଲା ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…

ଟ୍ରେନ୍ ଲାଇନ୍ ପାର୍ ସମୟରେ ଦନ୍ତା ହାତୀ ମୃତ

ବାରିପଦା: ଥମୁନି ହାତୀ ମୃତ୍ୟୁ । ପୁଣି ଟ୍ରେନ୍ ଧକ୍କାରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧିନ ଜୁଗଳ ଷ୍ଟେସନ ନିକଟରେ ଏକ ଦନ୍ତାକୁ ଶାଲିମାର୍-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବା ଫଳରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ରାତି…

ମହାକାର୍ତ୍ତିକ ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି, ବାହାରକାଠରୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜିଠୁ ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ । ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେବ । କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ୪ ଦିନ ବ୍ରତ ପଡ଼ୁଛି । ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ…

Ragging Allegation: MKCGରେ ପୁଣି ରାଗିଂ ଅଭିଯୋଗ; ବେନାମୀ ଅଭିଯୋଗ ନେଇ ଅସନ୍ତୋଷ…

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ଆସିଛି ।କଲେଜର ୫ ସିନିଅର ଛାତ୍ରଙ୍କ ନାଁରେ ରାଗିଂ ଅଭିଯୋଗ ହୋଇଛି । ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଛନ୍ତି ଜଣେ ଛାତ୍ର । ଏହାକୁ ଭିତ୍ତି କରି ଶନିବାର ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ…

Nuapada Bypoll: ବିଜେପି ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି;କହିଲା-ପୋଲିସ ପ୍ରଶାସନକୁ ବ୍ୟବହାର କରୁଛି…

ଭୁବନେଶ୍ୱର: ପୋଲିସ ପ୍ରଶାସନର ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି । ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ରାଜ୍ୟର ମୁଖ୍ୟ…