Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସିକ୍‌ସେମ୍‌ କମ୍ପାନୀ ପକ୍ଷରୁ ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର…

Kirk Wife On Vance: ଚାର୍ଲି କିର୍କଙ୍କ ପତ୍ନୀ ଏରିକାଙ୍କ ଆଶ୍ଚର୍ଯ୍ୟଜନକ ବୟାନ…କହିଲେ, “ଆମେରିକାର…

ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କ ହତ୍ୟାର ପ୍ରାୟ ଦୁଇ ମାସ ପରେ, ତାଙ୍କ ପତ୍ନୀ ଏରିକା କିର୍କ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଜାରି କରିଛନ୍ତି। କିର୍କଙ୍କ ବିଧବା ସ୍ତ୍ରୀ ଏରିକା କିର୍କ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ତାଙ୍କ ସ୍ୱାମୀଙ୍କ ପରି ବର୍ଣ୍ଣନା…

Subhadra Yojana: ‘ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ’

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ଆଜିଠୁ ଆବେଦନ କରିପାରିବେ ନୂଆ ହିତାଧିକାରୀ । ଆଜିଠୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ ଆବେଦନ…

ଏଣିକି ୪୪ ତହସିଲ ଅଫିସରେ ଜମି କିଣାବିକା…

ଭୁବନେଶ୍ୱର: ଜମି ପଞ୍ଜିକରଣ ସେବାକୁ ଆହୁରି ସରଳ ଓ ସୁବିଧାଜନକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ତହସିଲ କାର୍ଯ୍ୟାଳୟରେ ଜମି କ୍ରୟ ଏବଂ ବିକ୍ରୟ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଦ୍ବାରା ଲୋକମାନେ ସହଜରେ ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ…

Mahendragiri Reopen: ପୁଣି ଖୋଲିଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି

ଗଜପତି: ବାତ୍ୟା ମୋନ୍ଥାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପରେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ଖୋଲିଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼…

China Gives Iran Missile Boost: ଗର୍ଜୁଛନ୍ତି ଟ୍ରମ୍ପ, ନାକ ତଳେ ଚାଲିଛି ଚୀନ-ଇରାନ ଦୋସ୍ତି

ନୂଆଦିଲ୍ଲୀ: ଏପଟେ ଗର୍ଜୁଛନ୍ତି ଟ୍ରମ୍ପ...ପରମାଣୁ ରାଷ୍ଟ୍ର ହୋଇପାରିବନି ଇରାନ...ସେପଟେ ନାକ ତଳେ ବନ୍ଧୁତା ନିଭାଉଛି ଚୀନ...ଏପଟେ ଟ୍ରମ୍ପଙ୍କ ହାତରେ ହାତ ମିଳେଇ...ଅନ୍ୟ ହାତରେ ଇରାନକୁ ଯୋଗାଉଛି ଯୁଦ୍ଧାସ୍ତ୍ର... ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି…

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…

Eradicate extreme poverty: ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହେଲା ଭାରତର ଏହି ରାଜ୍ୟ…ଜାଣନ୍ତୁ କେଉଁ ଯୋଜନା ଏହା…

ଥିରୁଅନନ୍ତପୁରମ୍: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ସବୁଜିମା ରାଜ୍ୟ କେରଳ । ଅତ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ କରିବାରେ ଭାରତର ପ୍ରଥମ ରାଜ୍ୟ ହୋଇଛି । ରାଜ୍ୟର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର ରାଜ୍ୟ ବିଧାନସଭାରେ ଏହା ଘୋଷଣା କରିଛନ୍ତି। କେରଳ 'ପିରାଭି' ବା…

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା; ୧୦ ଭକ୍ତ ମୃତ, ବହୁ ଆହତ

ହାଇଦ୍ରାବାଦ: ଏକାଦଶୀ ଅବସରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା କାଶିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। କିନ୍ତୁ ଏହି ସମୟରେ ଦଳାଚକଟା ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ…

Air Quality: ରାଜଧାନୀରେ ହ୍ରାସ ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା (AQI) ରେ ଉନ୍ନତି ଆସିଛି, ଯାହା ପୂର୍ବ ଦିନ ୩୭୩ରୁ ହ୍ରାସ ପାଇ ୨୧୮ ହୋଇଛି। ବିଶେଷଜ୍ଞମାନେ ଏହି ପରିବର୍ତ୍ତନକୁ ବର୍ଷା ଏବଂ NCRରେ ପବନର ବେଗ ବୃଦ୍ଧିକୁ ଦାୟୀ କରିଛନ୍ତି। ପାଣିପାଗ ବିଭାଗ ଶନିବାର ହାଲୁକା କୁହୁଡ଼ି…