Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ କମିଛି ଅପରାଧିକ ମାମଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଦେଖାଦେଇଥିବା ବେଳେ ଅପରାଧ ଘଟଣା ଯଥେଷ୍ଟ ହ୍ରାସ ପାଇଛି। ଗତ ବର୍ଷ ଦୁଷ୍କର୍ମ ମାମଲା ହ୍ରାସ ପାଇ ୨୯୯୪ ହୋଇଛି ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଗୃହ ବିଭାଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

TCS “Smart Mirror” In AI Summit: ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍…

ନୂଆଦିଲ୍ଲୀ: ଦୂର ହେବ ସପିଙ୍ଗ ମଲରେ ଟ୍ରାଏଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ସମସ୍ୟା। ଭଳିକି ଭଳି ଡ୍ରେସ୍ ପିନ୍ଧି ଆଉ ତାକୁ ଚେକ୍ କରିବାରେ ଯିବନି ଅଧିକ ସମୟ। ତେବେ ଗ୍ରାହକଙ୍କୁ ଏହି ସମସ୍ୟାର ମୁକ୍ତି ଦେବ ଟାଟାର ଏହି ନୂଆ ପ୍ରଯୁକ୍ତି ବିଦ୍ୟା ଭର୍ଚୁଆଲ ଟ୍ରାଏଲ ରୁମ । ଏଣିକି ସ୍ମାର୍ଟ…

Hit And Run: ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ବର: ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ୱର କୋର୍ଟ ଆଗରେ ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍ ସହ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ, ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ…

ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ ଝଟ୍‌କା। ଏନେଇ ଅଭିଜିତ ଦାସ…

ହୁସିଆର! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ

ଭୁବନେଶ୍ୱର: ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ, ମଇଦା, ସ୍ନାକ୍ସ,…

ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ, ରାଜ୍ୟରେ ଆହୁରି ସକ୍ରିୟ ଅଛନ୍ତି ୪୦ ମାଓବାଦୀ

ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫…

PM Modi Special Letter To West Bengal People: ହୃଦୟ ଦୁଃଖିତ ଲେଖି ପଶ୍ଚିମବଙ୍ଗର ଲୋକଙ୍କୁ ଏକ ସ୍ୱତନ୍ତ୍ର ଚିଠି…

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତା ଏବଂ କର୍ମୀମାନେ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଛନ୍ତି। ବଙ୍ଗଳା ଏବଂ…

ଓସିଏ ନିର୍ବାଚନକୁ ନେଇ ଖଣ୍ଡଯୁଦ୍ଧ

ଭୁବନେଶ୍ୱର: ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ । ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରୁଥିବା ବେଳେ କିଛି ସଦସ୍ୟ ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି । ବୈଠକରେ ଓସିଏ ସଦସ୍ୟ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ କିଛି ସଦସ୍ୟ…

ବାଂଲାଦେଶ ସେନାରେ ବଡ଼ ପରିବର୍ତ୍ତନ, ଭାରତରେ ରହୁଥିବା ଅଧିକାରୀଙ୍କୁ ନିଆଗଲା ଫେରାଇ

ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ କ୍ଷମତା ପରିବର୍ତ୍ତନ ଘଟିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବହୁମତ ହାସଲ କରିବା ପରେ ତାରିକ୍ ରହମାନ ଫେବୃଆରୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାରିକ୍ ରହମାନଙ୍କ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ସହିତ, ସାମରିକ…

Rashmika Mandanna-Vijay Deverakonda Wedding: ବିଜୟଙ୍କ ସହ ହାତକୁ ଦୁଇ ହାତ ହେବେ ରଶ୍ମିକା, ଇନଷ୍ଟାଗ୍ରାମ…

ମୁମ୍ବାଇ: ସବୁ ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ବିଜୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଶ୍ମିକା ଉଦୟପୁରରେ ଧୁମଧାମରେ ହେବ ବିବାହ ଉତ୍ସବ ଦୀର୍ଘ ଦିନର କଳ୍ପନାଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିଜୟ ଦେବରକୋଣ୍ଡାଙ୍କ ସହ ବିବାହ ଉପରେ ମୋହର ଲଗାଇଲେ ନିଜେ…