Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Air Pollution: ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ, ‘ବିପଦପୂର୍ଣ୍ଣ’ ବର୍ଗରେ…

ନୂଆଦିଲ୍ଲୀ: 'ବିପଦପୂର୍ଣ୍ଣ' ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍। ଦିଲ୍ଲୀର ନରେଲା ଅଞ୍ଚଳରେ AQI ୫୫୦ ଡେଇଁଲା। ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ। ମଙ୍ଗଳବାର ସକାଳେ ଦିଲ୍ଲୀର ଆନନ୍ଦ ବିହାରରେ…

Weather Updte: ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ, ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଜି ସୃଷ୍ଟି ହେବ ଲଘୁଚାପ। ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ। ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସମ୍ଭାବନା। ପ୍ରଭାବରେ ଆଜିଠୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି। ବାତ୍ୟାର ମାସ…

ଦୀପାବଳିରେ ଆତଙ୍କବାଦୀଙ୍କ ବଡ ଯୋଜନା ପଣ୍ଡ; ଖଞ୍ଜାଯାଇଥିବା ଆଇଡି ନଷ୍ଟ କଲା ସେନା

କଶ୍ମୀର: ଦୀପାବଳିରେ ଆତଙ୍କବାଦୀମାନଙ୍କ ବଡ ଯୋଜନା ପଣ୍ଡ କଲେ ଭାରତୀୟ ସେନା । ଭାରତରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବାବେଳେ, ସୁରକ୍ଷା ବାହିନୀର ସତର୍କତା ଏହାକୁ ପଣ୍ଡ କରିଥିଲା । ଦୀପାବଳି ପୂର୍ବରୁ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ କରିଥିଲା । ଏହି ସମୟରେ, ସୋମବାର ଦକ୍ଷିଣ…

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୯ ପ୍ରାର୍ଥୀ

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ…

ରାଜଧାନୀରେ ସେକ୍ସ ରାକେଟ ଘର ସିଲ୍ କଲା ପୋଲିସ, ଆଉ ଜଣେ ମହିଳା ଅଟକ

ଭୁବନେଶ୍ବର: ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହା ସହିତ ସଂପୃକ୍ତ ଘରକୁ ସିଲ୍‌ କରିବା ସହିତ ଘର ଭିତରେ ଥିବା ସମସ୍ତ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ସିଲ୍‌ ହୋଇଥିବା ଘର ସାମ୍ନାରେ ବ୍ୟାପକ ପୋଲିସ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ଆଜି ପୁଣି ଭୁବନେଶ୍ବରରୁ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ପୋଲିସ କହିଛି । ତେବେ ଘଟଣାସ୍ଥଳରେ…

ଭିନ୍ନ ଅନ୍ଦାଜରେ ଦୀପାବଳି ପାଳିଲେ ରାହୁଲ ଗାନ୍ଧୀ, ଦିଲ୍ଲୀର ସବୁଠୁ ପୁରୁଣା ଦୋକାନରେ ତିଆରି କଲେ ବେସନ ଲଡୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ଉପାୟରେ ଦୀପାବଳି ପାଳନ କରିଛନ୍ତି । ଏହି ବର୍ଷ ରାହୁଲ ଗାନ୍ଧୀ ଦୀପାବଳି ପାଇଁ ପୁରୁଣା ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ, ପ୍ରସିଦ୍ଧ ଏବଂ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ନିଜ ହାତରେ ରାହୁଲ ବେସନ ଲଡୁ ଏବଂ ଇମର୍ତି ତିଆରି…

ପ୍ରତିଭା ସିଂହ କିଏ? WIPO ବିଚାରପତି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: WIPO ବିଚାରକ ମଣ୍ଡଳୀ (୨୦୨୫-୨୦୨୭)ରେ ବିଭିନ୍ନ ଦେଶର ୧୦ ଜଣ ପ୍ରଖ୍ୟାତ ବିଚାରପତି ଅଛନ୍ତି, ଯେଉଁଥିରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ପ୍ରତିଭା ଏମ. ସିଂହ ମଧ୍ୟ ସାମିଲ ଅଛନ୍ତି । ଜଷ୍ଟିସ୍ ପ୍ରତିଭା ଏମ. ସିଂହ ଏହି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷତା ଭାବେ ନିଯୁକ୍ତ ହୋଇଛନ୍ତି…

Bihar Election: ହାତରେ ଲାଲୁଙ୍କ ଫଟୋ…ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଗଲେ ପ୍ରାର୍ଥୀ, ଇଣ୍ଟରନେଟରେ…

ପାଟନା: ନଭେମ୍ବର ୬ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ମତଦାନ ହେବାକୁ ଥିବା ବେଳେ ଏବେ ମଇଦାନ ଚଳଚଞ୍ଚଳ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ତାରିଖ ଶେଷ ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି ସମୟରେ ଟିକେଟ ନେଇ ହେଉ କି ପ୍ରାର୍ଥୀ…

ପାଓ୍ବାର ବ୍ୟାଙ୍କ ଫାଟି ବିମାନରେ ଲାଗିଲ ନିଆଁ; କ୍ୟାବିନ କ୍ରୁଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟ୍ୟାକ୍ସିଂ କରୁଥିବା ସମୟରେ ଲାଗିଲା ନିଆଁ । ଦିମାପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କ୍ୟାବିନ କ୍ରୁମାନେ ନିଆଁ ଲିଭାଇ ଦେଇଥିଲେ । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର…