Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ସହ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଛି…

ରାୟଗଡାରେ ମାଓବାଦୀଙ୍କୁ ଧରାନ୍ତୁ,ପୁରସ୍କାର ରାଶି ପାଆନ୍ତୁ; ଲାଗିଲା ପୋଷ୍ଟର

ରାୟଗଡା: କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ମାଓବାଦୀମାନଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖାଯିବ । ଅନ୍ୟପଟେ…

୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।…

ଆଉ ଏକ ମାଇଲଖୁଣ୍ଟରେ ଇସ୍ରୋ: ସୂର୍ଯ୍ୟରେ ପ୍ଲାଜମା ବିସ୍ଫୋରଣର ପ୍ରଭାବ ମାପିବାରେ ସଫଳ ହେଲା Chandrayaan-2…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋ, ଚନ୍ଦ୍ରାୟଣ-୨ ବ୍ୟବହାର କରି ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ସୌର କରୋନାଲ୍ ମାସ୍ ଇଜେକ୍ସନ୍ (CME)ର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛି। CHACE-2 ଉପକରଣ ଜାଣିପାରିଲା ଯେ CME ଚନ୍ଦ୍ରର ଏକ୍ସୋସ୍ଫିୟରରେ…

SriKhetra Puri: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା…

Iran On Nuclear Programme: ପରମାଣୁ ଦେଶ ହେବାକୁ ପୁଣି ଅଣ୍ଟା ଭିଡିଲାଣି ଇରାନ, କହିଲା, ‘ଆଉ କୌଣସି କଟକଣା…

ନୂଆଦିଲ୍ଲୀ: ଇରାନ ପୁଣି ଥରେ ତା'ର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଶନିବାର ଦିନ, ଦେଶ ଘୋଷଣା କରିଛି ଯେ ଏହା ତା'ର ପରମାଣୁ କାର୍ଯ୍ୟକ୍ରମ ଉପରେ ଜାତିସଂଘର କଟକଣା ଦ୍ୱାରା ଆଉ ଆବଦ୍ଧ ନୁହେଁ। ଏହି ଘୋଷଣା ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ୨୨୩୧ର ମିଆଦ ଶେଷ…

ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ନେଇ କଟକଣା

ଭୁବନେଶ୍ୱର: ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ପ୍ରଦାନ। ଦୀପାବଳିରେ ରାତି ୯ଟା ପରେ କଟକ ସହରରେ ଆତସବାଜି ଫୁଟାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ଚେତାବନୀ ଦେଇଛି। ସହରବାସୀଙ୍କୁ କେବଳ ସନ୍ଧ୍ୟା ୭ଟାରୁ…

Russia Ukraine war: ୟୁକ୍ରେନଠୁ କ’ଣ ଚାହୁଁଛି ରୁଷ?, ଅସ୍ତ୍ରବିରତିରେ ଏବେ ନୂଆ କେଁ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଅସ୍ତ୍ରବିରତି ପାଇଁ ଏକ ନୂତନ ସର୍ତ୍ତ ଲଗାଇଛନ୍ତି। ଗତ ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଟେଲିଫୋନ କଲ୍ ସମୟରେ, ରୁଷ ରାଷ୍ଟ୍ରପତି ପୁଟିନ ଦାବି କରିଥିଲେ ଯେ କିଭ ପୂର୍ବ ୟୁକ୍ରେନର ଏକ ଅଞ୍ଚଳ ଡୋନେଟସ୍କର…

ଆମେରିକାରେ ଟ୍ରମ୍ପଙ୍କୁ କାହିଁକି ବିରୋଧ କରାଯାଉଛି…

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ଶନିବାର ଦିନ ୱାଶିଂଟନ, ଡି.ସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଅନେକ ଆମେରିକୀୟ ସହରରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ। ସେମାନେ 'ନୋ କିଙ୍ଗସ୍' ସ୍ଲୋଗାନ ଦେଇ ବିଭିନ୍ନ ସହରରେ ରାଲି ମଧ୍ୟ…

Dhanteras Shopping: ସୁନାର ଚମକକୁ ହ୍ରାସ କରିନି ଭାରୀ ମୂଲ୍ୟ, ଧନତେରାସରେ ଭାଙ୍ଗିଲା ସବୁ ରେକର୍ଡ, ସୁନାଠୁ…

ଭୁବନେଶ୍ବର: ଦୀପାବଳି ଉତ୍ସବ ଆରମ୍ଭ ହେବା ସହିତ, ଦେଶବ୍ୟାପୀ ଅଳଙ୍କାର ଦୋକାନଗୁଡ଼ିକରେ ଧନତେରସରେ କ୍ରେତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ଶୁକ୍ରବାର ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୩,୨୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା…