Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Trump Tariffs: ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଜାଣନ୍ତୁ କାହା ଉପରେ ପଡିବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା। ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍। ଆମେରିକୀୟ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଉପାଦାନର ରପ୍ତାନି ଉପରେ ଚୀନ୍ ର ପ୍ରତିବନ୍ଧକ…

Weather Update: ୧୨ ଯାଏଁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା, କେବେ ବିଦାୟ ନେବ ମୌସୁମୀ?

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।…

ଦୀପିକା ପାଦୁକୋନ ହେଲେ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦ ଲିଭ୍ ଲଭ୍ ଲାଫ୍ (LLL) ଫାଉଣ୍ଡେସନ୍ ମାନସିକ ସଚେତନତା ପ୍ରସାର ପାଇଁ କାମ କରେ । ଦୀପିକା ନିଜେ ଡିପ୍ରେସନ୍ ଅନୁଭବ କରିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ବର୍ତ୍ତମାନ, ତାଙ୍କୁ…

ଟାଇମ୍ସ ହାଇଅର୍ ଏଡ୍ୟୁକେସନ୍ ‘ଓ୍ବାର୍ଲଡ ୟୁନିଭର୍ସିଟି ରାକିଂ ୨୦୨୬’ରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଐତିହାସିକ…

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏକ ଐତିହାସିକ ସଫଳତା ହାସଲ କରିଛି । ପ୍ରସିଦ୍ଧ ଟାଇମ୍ସ ହାଇଅର୍ ଏଡ୍ୟୁକେସନ୍ (THE) ‘ଓ୍ବାର୍ଲଡ ୟୁନିଭର୍ସିଟି ରାକିଂ ୨୦୨୬’ରେ ୟୁନିଭର୍ସିଟି ବିଶ୍ୱ ସ୍ତରରେ ୧୫୦୧+ ଓ ଜାତୀୟ ସ୍ତରରେ ୯୮ତମ ସ୍ଥାନ ଅଧିକାର କରିଛି । ଏହି ସଫଳତା ବିଶ୍ୱବିଦ୍ୟାଳୟ…

ଗ୍ରୀଡକୋ ସହ ଆରଇଏଫପିଏଲ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ…

ଭୁବନେଶ୍ୱର: ଗ୍ରୀଡକୋ ସହ ମେସର୍ସ ରିନ୍ୟୁ ଇ-ଫୁଏଲସ୍ ପ୍ରାଇଭେଟ୍ ଲିମିଟେଡ୍ ୫୦ ମେଗାୱାଟ୍ ପାଇଁ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ସହିତ ୬.୨୫ ମେଗାୱାଟ୍ ର ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ…

୧୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି l…

ସୁଦୃଢ଼ ହେବ ଭୁବନେଶ୍ୱରର ସହରାଞ୍ଚଳ ଯୋଜନା, ଟିପି ସ୍କିମ୍-୮ ଡ୍ରାଫ୍ଟକୁ ଅନୁମୋଦନ

ଭୁବନେଶ୍ୱର: ରାଜଧାନୀର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଓଡ଼ିଶା ସରକାର ସହର ପରିକଳ୍ପନା ଯୋଜନା (ଟିପି) ଯୋଜନା-୮ର ଡ୍ରାଫ୍ଟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ସମ୍ପର୍କିତ ଏକ ସରକାରୀ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶିତ ହୋଇଛି। ସମ୍ପୃକ୍ତ ଯୋଜନାଟି ଅନ୍ଧାରୁଆ ଓ ଦାସପୁର ମୌଜାରେ…

ବକେୟା ଟ୍ରାଫିକ ଫାଇନ ଭରିଲେ ମିଳିବ ୫୦% ରିହାତି

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କର ବକେୟା ଫାଇନ ପରିଶୋଧ କରିବା ପାଇଁ କିଛିଦିନ ତଳେ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରାଯାଇଥିଲା। ଏହି ଘୋଷଣା ହେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ବିଭିନ୍ନ ଅପରାଧ ପାଇଁ ଜରିମାନାର ମୂଲ୍ୟ ହ୍ରାସ କରିବା ପାଇଁ ଓଡ଼ିଶା ସରକାରଙ୍କ…

ପୁଣି ଶ୍ରୀମନ୍ଦିରରୁ ଉଡନ୍ତା ଡ୍ରୋନ ଜବତ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରୀକ୍ରମା ପରିସର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହା ପୁରୀ ଏସପି ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା…