Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Maoists arrested: ରେଳଷ୍ଟେସନରୁ ଗିରଫ ହେଲେ ଦୁଇ ମାଓବାଦୀ

ରାଉରକେଲା: ରେଳଷ୍ଟେସନରୁ ଦୁଇ ମାଓବାଦୀ ଗିରଫ। ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ରାଉରକେଲା ରେଳ ସୁରକ୍ଷା ବାହିନୀ ଝାଡ଼ଖଣ୍ଡର ଲାଟେହାର ଏବଂ ପାଲାମୁ ଜିଲ୍ଲାରୁ ଦୁଇଜଣ ୱାଣ୍ଟେଡ୍ ନକ୍ସଲଙ୍କୁ ଗିରଫ କରିଛି। ଉଭୟଙ୍କୁ ଆର୍‌ପିଏଫ୍‌ ପୋଷ୍ଟରେ କଡ଼ା ପଚରାଉଚରା କରାଯାଉଛି। ଗିରଫ…

ଦୀପାବଳିରେ ଆପଣଙ୍କ ରାଶି ଅନୁସାରେ କିଣାକିଣି କରନ୍ତୁ, ବଦଳିଯିବ ଭାଗ୍ୟ!

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ହେଉଛି ସୁଖ ଏବଂ ସମୃଦ୍ଧିର ଉତ୍ସବ। ଏହି ପର୍ବ କେବଳ ଘରକୁ ଆଲୋକିତ କରିବାର ସମୟ ନୁହେଁ ବରଂ ଆପଣଙ୍କ ଜୀବନରେ ଧନ, ସମୃଦ୍ଧି ଏବଂ ସୌଭାଗ୍ୟ ଆଣିବାର ଏକ ସୁବର୍ଣ୍ଣ ସୁଯୋଗ। ଜ୍ୟୋତିଷ ଅନୁସାରେ, ଦୀପାବଳିରେ କିଣାକିଣି କରିବାର ବିଶେଷ ମହତ୍ତ୍ୱ ରହିଛି।…

ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ କର୍ଣ୍ଣାଟକ ସରକାରଙ୍କ ମଞ୍ଜୁରୀ, ଘରୋଇ କ୍ଷେତ୍ରରେ….

ବେଙ୍ଗାଲୁରୁ: ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ମଧ୍ୟ ଏବେ ଋତୁସ୍ରାବ ଛୁଟି ଦରମା ସହିତ ପାଇବେ । ଏନେଇ ଗୁରୁବାର କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ବିହାର, କେରଳ, ଓଡ଼ିଶା ମାସିକ ଋତୁସ୍ରାବ ଛୁଟି ଘୋଷଣା କରିସାରିଛନ୍ତି…

ଅନଲାଇନ୍ ବେଟିଂ ମାମଲାରେ ଇଡିର ବଡ଼ ଆକ୍ସନ, ବିଧାୟକଙ୍କ ଘରୁ ୫୦ କୋଟି ଟଙ୍କାର ସୁନା ଜବତ

ବେଙ୍ଗାଲୁରୁ: ଅନଲାଇନ୍ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ଼ କାର୍ଯ୍ୟାନୁଷ୍ଠାନ । କର୍ଣ୍ଣାଟକର ଚିତ୍ରାଦୁର୍ଗା ବିଧାୟକଙ୍କ ଘରୁ ୫୦ କୋଟି ଟଙ୍କାର ସୁନା ଜବତ କଲା ଇଡି । ବିଧାୟକ କେସି ବୀରେନ୍ଦ୍ର ତାଙ୍କ ବନ୍ଧୁ ଏବଂ ପରିବାର ସହିତ ମିଶି କିଙ୍ଗ ୫୬୭ ଏବଂ ରାଜା ୫୬୭…

ଚୋରା ଚାଲାଣ ବେଳେ ୩୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରୁ ୩୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ଧନୁପାଲି ପୋଲିସ । ବ୍ରାଉନସୁଗର ବେପାର କରୁଥିବା ସମୟରେ ଅପରାଧୀ ଅରମାନ୍ ଖାନ(୨୩)କୁ ଗିରଫ କରାଯାଇଛି । ଗୁରୁବାର ଅରମାନ୍ ଡିୟର ପାର୍କ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପାଖରେ ସକାଳୁ ନିଶା କାରବାର କରୁଥିଲା ।…

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ବଳାତ୍କାର ମାମଲାରେ ମାସେ ଭିତରେ ରାୟ ଶୁଣାଇଲେ ରାଜଧାନୀ ଭୁବନେଶ୍ୱରର ଏକ ପୋକ୍ସୋ ଅଦାଲତ । ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଅଦାଲତ ବିଏନଏସର ଧାରା…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ…

ଯୋଗାଣ ବିଭାଗ ଦ୍ୱାରା ୪୬ଟି ଘରୋଇ ରନ୍ଧନ ଗ୍ୟାସ ଜବତ

ଭୁବନେଶ୍ୱର: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା । ଏ…

ଜମ୍ମୁ କାଶ୍ମୀରର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ; ଏହି କାରଣ ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବାକୁ…

ନୂଆଦିଲ୍ଲୀ:ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ଶାହ ବୈଠକରେ ସ୍ପଷ୍ଟ କରିଥିଲେ ଯେ ଆତଙ୍କବାଦ ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଜାରି ରହିବ। ଏଥିସହ…

ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡିଲା ରେଳବାଇ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ…