Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜୀବ ବିଶ୍ବାଳ ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି। ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ହୋଇଛି। ତେବେ ଆଗାମୀ ନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଗଠନ ଏବଂ…

ଏସିଆର ସବୁଠୁ ବଡ଼ କନେକ୍ଟିିଭ ହବ୍ ହେବ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏନଏମଆଇଏ)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ପ୍ରାୟ ୧୯୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ଏଥିସହିତ  ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ…

Odisha Police SI: ପୋଲିସ ଏସଆଇ ପରୀକ୍ଷା ଜାଲିଆତି; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ଓଡ଼ିଶାରେ ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଆବେଦନ ଖାରଜ । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ଗିରଫଙ୍କ…

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ୩ କମିଟି ଗଠିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ଗଠନ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିସି ଏବଂ ଏମଡି…

ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ: ଅପରେସନ ସିନ୍ଦୂର ହିରୋଙ୍କୁ କରାଗଲା ସମ୍ମାନିତ

ନୂଆଦିଲ୍ଲୀ: ଗାଜିଆବାଦର ହିଣ୍ଡନ୍ ଏୟାରଫୋର୍ସ ଷ୍ଟେସନରେ ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ ଗର୍ବ ଏବଂ ସାହସର ସହିତ ପାଳନ କରିଛି । ଚଳିତ ବର୍ଷ, ପ୍ରଥମ ଥର ପାଇଁ, ୩ଟି ସେବା ଶାଖା: ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଏକ ମିଳିତ ଦଳ ସହିତ ପରେଡ୍ ଆରମ୍ଭ ହୋଇଥିଲା, ଯାହା…

Chemistry Nobel Prize 2025: ମରୁଭୂମି ବାୟୁରୁ ଜଳ ସଂଗ୍ରହ କରିବାର ଆବିଷ୍କାର ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ…

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ କେମିଷ୍ଟ୍ରି ପାଇଁ ସୁସୁମୁ କିଟାଗାୱା (ଜାପାନ), ରିଚାର୍ଡ ରବସନ୍ (ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (ଆମେରିକା)ଙ୍କୁ ନୋବେଲ ପ୍ରଦାନ କରାଯିବ ।ମେଟାଲ ଅର୍ଗାନିକ ଫ୍ରେମୱାର୍କ(MOFS) ସୃଷ୍ଟି…

ଶ୍ରୀଲଙ୍କାରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ଦୁଇ ଓଡିଆ ଯୁବକ

କଲମ୍ବୋ/ଭୁବନେଶ୍ବର: ଭାରତ ବାହାରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ଦୁଇ ଓଡିଆ ଯୁବକ । ବିଦେଶୀ ପର୍ଯ୍ୟଟକଙ୍କୁ ଓଡିଶା ବୁଲିଆସିବା ନିମନ୍ତେ ସପ୍ତାହ ବ୍ୟାପୀ କ୍ୟାମ୍ପେନ ଚଳାଇଛନ୍ତି ଦୁଇ ଓଡିଆ ଯୁବକ କୁମାରେଶ ନାୟକ ଓ ନିହାର ରଞ୍ଜନ ନନ୍ଦ ।…

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପାଣି ଜମି ରହିଥିବା…

RKM ପାୱାର ପ୍ଲାଣ୍ଟରେ ଦୁର୍ଘଟଣା: ଲିଫ୍ଟ ଖସି ୪ଶ୍ରମିକଙ୍କ ମୃତ୍ୟୁ

ରାୟପୁର:ମଙ୍ଗଳବାର ରାତିରେ ଛତିଶଗଡ଼ର ସକ୍ତି ଜିଲ୍ଲାର RKM ପାୱାର ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲିଫ୍ଟ ଚେନ୍ ଛିଡିଯିବାରୁ ଏହା ୪୦ମିଟର ଉଚ୍ଚତାରୁ ଖସି ପଡ଼ିଲା। ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସକ୍ତି…

Breast cancer awareness: ଯୁବାବସ୍ଥାରେ କାହିଁକି ହେଉଛି ସ୍ତନ କର୍କଟ, କ’ଣ କସମେଟିକ୍ ଉତ୍ପାଦ ଏହାର କାରଣ?

ନୂଆଦିଲ୍ଲୀ: ସମୟ ବଦଳୁଛି ଏବଂ ତା ସାଙ୍ଗକୁ ଅଭ୍ୟାସ ମଧ୍ୟ ବଦଳୁଛି। କିନ୍ତୁ ଆମ ମାନସିକତା ବଦଳୁନି। ଏହା ଆମ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛି। ଆଜି ଘରେ ଘରେ ଲୋକମାନେ ରୋଗରେ ପୀଡ଼ିତ । ତା’ ମଧ୍ୟରେ କ୍ୟାନସର ସବୁଠୁ ଭୟଙ୍କର। କୁହାଯାଏ, “ସ୍ୱାସ୍ଥ୍ୟ ହେଉଛି ସମ୍ପଦ,” କିନ୍ତୁ ଜଙ୍କ୍ ଫୁଡ୍ ଓ…