Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ୱିନ ସିଟିରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜଧାନୀରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ। ୪୫ ମିନିଟ୍‌ ହେଲା ଜୋରଦାର ବର୍ଷା। ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି। ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍‌। ହଠାତ ଭୁବନେଶ୍ୱରରେ ମାଡି ଆସିଲା ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି । ବୁଧବାର…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବୈଠକରେ ନିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଗୁଡିକ…

Pakistan Against Afghan Terror: ଆତଙ୍କରେ ଆତଙ୍କବାଦୀ ଜନକ!

ନୂଆଦିଲ୍ଲୀ: ବିଶ୍ବ ଆଗରେ ଆତଙ୍କବାଦର କାରଖାନା...ହେଲେ ଏବେ ପ୍ରହସନ କରୁଛି ପାକିସ୍ତାନ...ଆଫଗାନିସ୍ତାନରେ ବଢୁଥିବା ଆତଙ୍କବାଦକୁ ଭୟ କରୁଛି...ମୂଳପୋଛ କରିବା ପାଇଁ ଦେଇଛି ଆହ୍ବାନ... ଯେଉଁ ଦେଶ ବର୍ଷ ବର୍ଷ ଧରି ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଲୁଚାଇ…

ଗୁଣୁପୁରରେ ଫୁଟିଲା ଗୁଳି; ଜଣେ ମୃତ

ଗୁଣୁପୁର: ବ୍ରହ୍ମପୁର ପରେ ରାୟଗଡା ଜିଲ୍ଲାର ଗୁଣୁପୁରରେ ଫୁଟିଲା ଗୁଳି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରାମନାଗୁଡ଼ା ବ୍ଲକର ଶିକଲା ପାହାଡ଼ ଉପରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି । ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଯୋଜନା ମୁତାବକ…

British PM Keir Starmer India Visit: ଭାରତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ବୁଧବାର ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ…

Merger of Canada and US: ଆମେରିକାର ରାଜ୍ୟ ହେବ କି କାନାଡା? ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ…

ନୂଆଦିଲ୍ଲୀ: କାନାଡା ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଏକ ମଜାଳିଆ ଢଙ୍ଗରେ କାନାଡାକୁ ଆମେରିକାର ୫୧ ତମ ରାଜ୍ୟ ବୋଲି କହିଥିଲେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହାକୁ ଏକ ମଜା ଭାବରେ ନେଇଥିଲେ…

‘ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରିବେ, ଏହାର ଫଳ ଓଡ଼ିଆ ଜାତି ଭୋଗ କରିବ’

ପୁରୀ: ପୁରୀରେ ହବିଷ୍ୟାଳି ଶିବିର ଉଦଘାଟନ କଲେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ଅବସରରେ ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ । ଏହି ପର୍ବ…

ଆମେରିକାକୁ ଉଚିତ ଜବାବ: ଆଫଗାନିସ୍ତାନ ପାଇଁ ଏକାଠି ଛିଡା ହେଲେ ଭାରତ-ପାକିସ୍ତାନ ଏବଂ ଚୀନ୍

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କଥା କୌଣସି ଗୁପ୍ତ କଥା ନୁହେଁ। ଭାରତ କାବୁଲର ନୂତନ ତାଲିବାନ ପ୍ରଶାସନ ସହିତ ତାର ସମ୍ପର୍କ ବଜାୟ ରଖିଛି। ତଥାପି, ଭାରତ କ୍ୱଚିତ୍ ଖୋଲାଖୋଲି ଭାବରେ ତାଲିବାନ ସହିତ ଜଡିତ ହୋଇଛି, ପଛ ଦ୍ୱାର ସହଯୋଗ ବଜାୟ ରଖିଛି।…