Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣିବା ଘଟଣା: ଅଭିଯୁକ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ…

Nuapada bye-election: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ…

ହାଇୱେରେ ଡକାୟତି ଯୋଜନା ପଣ୍ଡ, ଦୁଇ ଅଭିଯୁକ୍ତକୁ କାବୁ କଲା ପୋଲିସ

ବରଗଡ଼: ହାଇୱେ ଡକାୟତି ଯୋଜନା ବେଳେ ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ଆଜି ବରଗଡ଼ ଜୀରା ନଦୀ ପୋଲ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ବନ୍ଧୁକ ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା…

Internet Service: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି…

ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ ପ୍ରସ୍ତୁତ କରନ୍ତୁ… ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ମଙ୍ଗଳବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଛଅ ମାସ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ସୁରକ୍ଷା…

ଟେକ୍ ସପୋର୍ଟ ସ୍କାମ ମାମଲା: ଇଡିର ୧୫ଟି ସ୍ଥାନରେ ଚଢାଉ, ନକଲି କଲ୍ ସେଣ୍ଟର ମାଧ୍ୟମରେ ହେଉଥିଲା କୋଟି କୋଟି ଟଙ୍କାର…

ନୂଆଦିଲ୍ଲୀ: ଆକ୍ସନ ମୁଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଇଡି ଏକ ଟେକ୍ ସପୋର୍ଟ ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ଦିନ ଅଧିକାରୀମାନେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ହରିୟାଣା ଏବଂ ମୁମ୍ବାଇର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଛି। ତଦନ୍ତରୁ ଜଣାପଡିଛି ଯେ…

Facelock, Fingerprint In UPI: ବୁଧବାର ଠାରୁ UPIରେ ହେବ ବଡ଼ ପରିବର୍ତ୍ତନ, ଏଣିକି ଫିଙ୍ଗରପ୍ରିଣ୍ଟ ସାଙ୍ଗକୁ ଫେସ୍…

ନୂଆଦିଲ୍ଲୀ: ଭାରତରେ UPI ଉପଭୋକ୍ତାମାନେ ଏବେ ମୁହଁ ଚିହ୍ନଟ ଏବଂ ଆଙ୍ଗୁଠି ଚିହ୍ନ ବ୍ୟବହାର କରି ସେମାନଙ୍କର ପେମେଣ୍ଟକୁ ପ୍ରମାଣିତ କରିପାରିବେ। ଏହି ସୁବିଧା ଅକ୍ଟୋବର ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆରମ୍ଭ ହେବ। ଡିଜିଟାଲ୍ ପେମେଣ୍ଟକୁ ସହଜ କରିବା ପାଇଁ ବୁଧବାର ଠାରୁ UPI…

Nobel Prize 2025: ଜନ୍ କ୍ଲାର୍କ, ମିଚେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନିସ୍ କିଏ?, ପଦାର୍ଥ ବିଜ୍ଞାନରେ…

ନୂଆଦିଲ୍ଲୀ: ବୈଜ୍ଞାନିକ ଜନ୍ କ୍ଲାର୍କ, ମିଚେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନିସ୍ ଭୌତିକ ବିଜ୍ଞାନରେ ୨୦୨୫ ନୋବେଲ୍ ପୁରସ୍କାର ପାଇବେ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ତିନି ବୈଜ୍ଞାନିକଙ୍କୁ ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ୍…

SI ପରୀକ୍ଷା କେଳେଙ୍କାରୀ: OPRB କୁ ଜବାବ ମାଗିଲେ ସରକାର

ଭୁବନେଶ୍ୱର: ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଜବାବ ମାଗିଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି ରାଜ୍ୟ…

Weather Update: ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲା ପାଇଁ ୟେଲୋ…

ଭୁବନେଶ୍ୱର: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…