Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ATS ହାତରେ ଧରାପଡିଲେ ୪ ସନ୍ଦିଗ୍ଧ..ରହିଛି ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ଦଳ (ATS) ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି । ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାର ଷଡ଼ଯନ୍ତ୍ର ଅଭିଯୋଗରେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ (ATS) କାନପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାରି ଜଣ ଙ୍କୁ ଗିରଫ କରିଛି। ଯେଉଁମାନେ…

ଅପରେଶନ ଅଗ୍ନି: ଏହି ୪ ଜିଲ୍ଲାରୁ ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ…

ଯୁଦ୍ଧ ଏବେ ମାସରେ ନୁହେଁ, ବରଂ ଘଣ୍ଟା ଏବଂ ସେକେଣ୍ଡରେ ମପାଯାଉଛି: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟାଳୟରେ ଅନୁଷ୍ଠିତ ୪୨ତମ ICG କମାଣ୍ଡର ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଥିଲେ । ଏହି ଅବସରରେ ସୋମବାର ଦିନ ସେ କହିଛନ୍ତି ଯେ, ଯୁଦ୍ଧଗୁଡ଼ିକ ଏବେ ମାସରେ ନୁହେଁ, ବରଂ ଘଣ୍ଟା ଏବଂ ସେକେଣ୍ଡରେ ମାପ କରାଯାଉଛି ।…

ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି: ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଫିକା ପଡିପାରେ ଦୁର୍ଗାପୂଜା…

ଭୁବନେଶ୍ୱର: ଚଳିତବର୍ଷ ଫିକା ପଡିପାରେ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଅକ୍ଟୋବର ୧ରୁ ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ଯାହା ଦ୍ବାରା ଦୁର୍ଗାପୂଜା ଉତ୍ସବ ଫିକା ପଡିପାରେ । ଭାରତୀୟ ପାଣିପାଗ ବିଭାଗ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା ସରକାର

ଓଟାଓ୍ବା: କାନାଡା ସରକାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନାଡା ସରକାର ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛି । କାନାଡାର ଜନ ସୁରକ୍ଷା ମନ୍ତ୍ରୀ ଗ୍ୟାରି ଆନନ୍ଦସାଙ୍ଗରୀ ସୋମବାର ଏହି ଘୋଷଣା କରିଛନ୍ତି ।…

ଏଣିକି ସ୍କୁଲ ଓ କଲେଜରେ ପଢାଯିବ ଆୟୁର୍ବେଦ

ନୂଆଦିଲ୍ଲୀ: ସ୍କୁଲ ଏବଂ କଲେଜରେ ମଧ୍ୟ ପ୍ରାଚୀନ ଆୟୁର୍ବେଦକୁ ସାମିଲ କରାଯିବ। ଏନେଇ ଭାରତ ସରକାରଙ୍କ ତରଫରୁ ଯୋଜନା ଚାଲିଥିବା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି। ତେବେ NCERT ଏବଂ UGC ଏହାକୁ ସ୍କୁଲ ଏବଂ ଉଚ୍ଚଶିକ୍ଷାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍, ୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ଏନେଇ ଗତ ୨୭ ତାରିଖରେ ବନ୍ଦ ହୋଇଥିବା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍ ରୁ ପୁଣି ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଖୋଲାଯାଇଥିବା ୬ଟି ଗେଟକୁ ମିଶାଇ ବର୍ତ୍ତମାନ ମୋଟ ୮ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆସନ୍ତା ୧ ତାରିଖରେ…

India to Bhutan By Train: ପ୍ରଥମ ଥର ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଚାଲିବ ଟ୍ରେନ୍: ୨ରାଜ୍ୟକୁ ପଡ଼ୋଶୀ ଦେଶ…

ନୂଆଦିଲ୍ଲୀ:ସୀମାପାର ରେଳ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଭାରତ ଏବଂ ଭୁଟାନ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଦିନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଭାରତ ଏବଂ ଭୁଟାନ ମଧ୍ୟରେ ପ୍ରଥମ ଥର ପାଇଁ ଏପରି…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା; ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା । ବିଜେପି ନେତା ପ୍ରିଣ୍ଟୁ ମହାଦେବନଙ୍କ ବିରୋଧରେ ରୁଜୁ ହେଲା ମାମଲା । କେରଳର ଏକ ଟିଭି ଚ୍ୟାନେଲରେ ଏକ ବିତର୍କ ସମୟରେ ମହାଦେବନ ରାହୁଲ ଗାନ୍ଧୀଙ୍କୁ ଧମକ ଦେଇଥିଲେ । କେରଳ ପ୍ରଦେଶ…

ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣର IED ଉଦ୍ଧାର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ ଜଙ୍ଗଲରେ ପୁଣି ନକ୍ସଲଙ୍କୁ ଝଟକା । ଅବୁଝମାଡ଼ର ଜଙ୍ଗଲରେ ସୁରକ୍ଷା ବାହିନୀର ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି। ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ସନ୍ଧାନ ଅଭିଯାନ ଏବଂ ଡି-ମାଇନିଂ ଅଭିଯାନ କରାଯାଇଥିଲା। ଏହି…