Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆତଙ୍କବାଦୀ ପରବିନ୍ଦର ସିଂହ ଆବୁଧାବିରୁ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରୁ ଗିରଫ କରି ଭାରତ ଆଣିବାରେ ସଫଳତା ହାସଲ କରିଛି। ତେବେ ପଞ୍ଜାବ ପୋଲିସ ସେଣ୍ଟ୍ରାଲ…

Childbirth In Space: ଏଲିଏନ୍ ପରି ଦେଖାଯିବେ କି ମହାକାଶରେ ଜନ୍ମ ହୋଇଥିବା ଛୁଆ ?

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଖୋଜୁଛନ୍ତି। ଏଥିପାଇଁ ମହାକାଶରେ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରଖିଛନ୍ତି । ମହାକାଶକୁ ବୁଝିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ନୂତନ ଅଧ୍ୟୟନ କରୁଛନ୍ତି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଉପନିବେଶ ସ୍ଥାପନ…

କନ୍ଧମାଳବାସୀଙ୍କ ପାଇଁ ଖୁସି ଖବର; ନିଜର ଅଭିଯୋଗ ନେଇ ଆଉ ଯିବାକୁ ପଡିବନି ଥାନା…

କନ୍ଧମାଳ: ନିଜର ଅଭିଯୋଗ ନେଇ ଆଉ କେହି ଥାନାକୁ ଯିବେନାହିଁ, ଘରେ ବସି ନିଜ ମୋବାଇଲେରେ ହିଁ ଅଭିଯୋଗ କରିପାରିବେ । କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏବେ ଏହି ସୁବିଧା ଆଣିଛି ପୋଲିସ । ମୋବାଇଲ ସେବା ସାଥି ଆପ୍ ଦ୍ବାରା ହ୍ୱାଟ୍ସଆପ୍ ନମ୍ୱରରେ ଯେ କେହି ବି ଜିଲ୍ଲାର ଯେକୌଣସି ସ୍ଥାନରେ ରହି…

ମୃତ ଗ୍ରାହକଙ୍କ କ୍ଲେମ ସମାଧାନ ପାଇଁ RBI ଆଣିଲା ନୂଆ ନିୟମ; ବିଳମ୍ବ କଲେ ଦେବ କ୍ଷତିପୂରଣ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତା'ର ଗ୍ରାହକମାନଙ୍କୁ ସୁବିଧା ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି…

କଟକରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଇଁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ରେ କଟକ ସହରରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଳନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଯାନବାହନ ଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଯାନବାହାନ ଚଳାଚଳ ଲାଗି କଟକଣା ଲାଗୁ ହେଉଛି।…

ଓଡ଼ିଶାକୁ ମିଳିଲା ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୋଦି…

ଝାରସୁଗୁଡା: ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଓଡ଼ିଶାର ବ୍ରହ୍ମପୁର ସହ ଗୁଜରାଟର ସୁରତ ଜିଲ୍ଲାର ଉଧନାକୁ ସଂଯୋଗ କରୁଛି। ପଶ୍ଚିମ ଓଡ଼ିଶା ସହରକୁ ଗସ୍ତ…

ପାର୍ବଣ ସମୟରେ ଦୁର୍ଘଟଣା ରୋକିବାକୁ ପ୍ରୟାସ; ୨୦୦ଗୋରୁଙ୍କୁ ସ୍ଥାନାନ୍ତରଣ କଲା ବିଏମସି

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦଶହରା ପର୍ବ । ଏହି ସମୟରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଜମିବ । ପର୍ବ ସମୟରେ ଲୋକମାନେ ଯେପରି ରାସ୍ତାରେ ବୁଲୁଥିବା ଗୋରୁଙ୍କ ଦ୍ୱାରା ଆଉ ଅସୁବିଧାରେ ପଡ଼ିବେ ନାହିଁ ଏବଂ ଟ୍ରାଫିକ ସମସ୍ୟା ହେବ ନାହିଁ ସେନେଇ…

Happy Birthday Google: ଗୁଗଲର ବୟସ କେତେ? ଜନ୍ମଦିନ ପାଳୁଛି ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍

ନୂଆଦିଲ୍ଲୀ: ଲୋକେନସ ଠାରୁ ଆରମ୍ଭ କରି ଭଲ ରେଷ୍ଟୁରାଣ୍ଟ ଖୋଜିବା ହେଉ କି ଟ୍ରେନ୍ ବିମାନ ଟ୍ରାକ୍ କରିବା ପ୍ରଥମେ ମନେ ପଡେ ଗୁଗଲ କଥା। କୌଣସି ଖବର ବିଷୟରେ ହେଉ କିମ୍ବା କ୍ରୀଡ଼ା ସ୍କୋର ଯାଞ୍ଚ କରିବା ଏସବୁ ପାଇଁ ସବୁଠୁ ସହଜ ପ୍ଲାଟଫର୍ମ ହେଉଛି ଗୁଗଲ। ମନରେ କିଛି ବି ପ୍ରଶ୍ନ ଜାତ ହେଲା…

ଓଡିଶା ମାଟିରୁ ସାରା ଦେଶରେ BSNL 4G ସେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି…

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G…

BSE & CHSE Board: ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ଅନୁମୋଦନ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ…

ଭୁବନେଶ୍ୱର: ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲାଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ।…