Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାବଧାନ! ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସର ନାହିଁ ଫିଟନେସ୍ ସାର୍ଟିଫିକେଟ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦୈନିକ ଛାତ୍ରଛାତ୍ରୀମାନଙ୍କୁ ନବା ଆଣିବା କରୁଥିବା ବସକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ସେଥିମଧ୍ୟରୁ…

Helipad:ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌ । ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର-ଗୋପାଳପୁର,…

ତୃତୀୟଲିଙ୍ଗୀ ଓ ସମଲିଙ୍ଗୀ ଦମ୍ପତି ଲିଭ-ଇନ୍‌ରେ ଥିଲେ ହସ୍ତକ୍ଷେପ କରିପାରିବେନି ପରିବାର ଲୋକେ: ହାଇକୋର୍ଟ

ଆହ୍ଲାବାଦ: ତୃତୀୟଲିଙ୍ଗୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରଖିପାରିବେ ଲିଭ୍-ଇନ୍ ରିଲେସନସିପ୍। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଆହ୍ଲାବାଦ ହାଇକୋର୍ଟ ଏହି ଲିଭ-ଇନ୍ ସମ୍ପର୍କକୁ ସୁରକ୍ଷା ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ସମ୍ପର୍କରେ ସେମାନଙ୍କ ପରିବାର ସଦସ୍ୟ…

ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହେଲା ଦେବଗଡ଼..

ଭୁବନେଶ୍ୱର: ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା । ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ…

Journalist Attacked: ସାମ୍ବାଦିକଙ୍କ ହାତ ଓ ଗୋଡ଼କୁ ଖଣ୍ଡାରେ ହାଣିଲେ ୬ ଦୁର୍ବୃତ୍ତ

ଅନୁଗୁଳ: ପୁଣି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିପକାଇଲେ ୬ ଜଣ ଦୁର୍ବୃତ୍ତ । ଏହି ଆକ୍ରମଣ ଘଟିଛି ତାଳଚେର ସନ୍ଥପଡ଼ା ନଦୀ ଘାଟରେ । ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣଙ୍କୁ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍ଯ୍ୟରତ…

ଭାରତ ନୂତନ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରେ ଏବଂ ଏହାକୁ ଦ୍ରୁତ ଗତିରେ ଗ୍ରହଣ ମଧ୍ୟ କରେ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬'ରେ ଉଦବୋଧନ ଦେଇଛନ୍ତି। ଅନ୍ତର୍ଭୁକ୍ତ ଏବଂ ସାର୍ବଭୌମ ଏଆଇର ଦୃଷ୍ଟିକୋଣ ଉପରେ ଭାରତର ପ୍ରାଥମିକତାକୁ ରୂପରେଖା ଦେଇ ପ୍ରଧାନମନ୍ତ୍ରୀ ମୋଦି…

ଚନ୍ଦ୍ରଶେଖରନ୍‌ଙ୍କୁ ମିଳିବ ଟାଟା ସନ୍ସରେ ତୃତୀୟ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏକ ସହାୟକ କମ୍ପାନୀ ଟାଟା ସନ୍ସ ଏକ ଏକ୍ସଟ୍ରା ଅଡିନେରୀ ଜେନେରାଲ ମିଟିଂ (EGM) ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ସପ୍ତାହରେ, କମ୍ପାନୀର ବୋର୍ଡ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବାର ଠିକ୍ ଗୋଟିଏ ବର୍ଷ ପୂର୍ବରୁ, ତୃତୀୟ କାର୍ଯ୍ୟକାଳ ପାଇଁ ଏନ.…

ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ…

France’s Macron At AI Impact Summit: ନମସ୍ତେ ଇଣ୍ଡିଆରୁ ଭାଷଣ ଆରମ୍ଭ କଲେ ମାକ୍ରନ, କହିଲେ, ‘ଯାହା…

ନୂଆଦିଲ୍ଲୀ:ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗୁରୁବାର ସକାଳେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ 'ନମସ୍ତେ' ରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ ଏବଂ ଭାରତକୁ ପ୍ରଶଂସା କରି କହିଥିଲେ, ଯାହା ଭାରତ ନିର୍ମାଣ କରିଛି ତାହା ଅନ୍ୟ କୌଣସି ଦେଶ କରିପାରିବ ନାହିଁ। ସେ ମୁମ୍ବାଇର ଜଣେ ରାସ୍ତା…

India AI Summit 2026: MANAV ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା କଲେ ୩ କମ୍ପାନୀର ଭାରତରେ…

ନୂଆଦିଲ୍ଲୀ: ଆଜି ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ, କାରଣ ଏହା ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖର ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ତାଙ୍କ ବ୍ୟତୀତ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଏବଂ…