Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Vijay Thalapathy Divorce: ୨୭ ବର୍ଷ ପରେ କାହିଁକି ଥାଲାପତି ବିଜୟଙ୍କଠୁ ଅଲଗା ହେବାକୁ ଚାହୁଁଛନ୍ତି ପତ୍ନୀ? ଏହି…

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଏବେ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେ ତାଙ୍କର ଅଟକି ରହିଥିବା ଫିଲ୍ମ ପାଇଁ ପୂର୍ବରୁ ଖବରରେ ଅଛନ୍ତି। ତାଙ୍କର ଫିଲ୍ମ "ଜନ ନାୟାଗନ୍" ଜାନୁଆରୀରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଏହା ହୋଇପାରିଲା ନାହିଁ। ତାକୁ ନେଇ ପୂର୍ବରୁ…

Pakistan Afghanistan Clash: ରାତିସାରା ତାଲିବାନର ଆକ୍ରମଣ, ଜଳୁଛି ଇସଲାମବାଦ…୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ତାଲିବାନ ଆକ୍ରମଣରେ ଇସଲାମାବାଦ ଜଳୁଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷରେ ଉଭୟ ପକ୍ଷରୁ ରାତିସାରା ଆକ୍ରମଣ ଜାରି ରହିଛି। ପାକିସ୍ତାନୀ ତାଲିବାନ (ତେହରିକ-ଏ-ତାଲିବାନ ପାକିସ୍ତାନ ବା TTP) ବାହିନୀ ପାକିସ୍ତାନର ବାଜୌର ଜିଲ୍ଲାରେ ଏକ ଅତର୍କିତ ସାମରିକ ଆକ୍ରମଣ…

T20 World Cup: ସେମିଫାଇନାଲରେ କାହା ସହ ଲଢିବ ଭାରତ? ବାହାରିଯିବ ପାକିସ୍ତାନ!

ନୂଆଦିଲ୍ଲୀ: ସେମିଫାଇନାଲର ବହୁ ନିକଟରେ ଭାରତ କାହା ସହ ହେବ ମୁହାଁମୁହିଁ? ପୁଣି ମଇଦାନକୁ ଓହ୍ଲାଇବେ କି ଭାରତ-ପାକିସ୍ତାନ? ନା ବାଦ୍ ପଡିଯିବ ପାକିସ୍ତାନ? T20 ବିଶ୍ୱକପ୍ ୨୦୨୬ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟରେ ଗ୍ରୁପ୍ ୧ ରୁ…

India-Canada relations: ୪ ଦିନିଆ ଭାରତ ଗସ୍ତରେ କାନାଡା ପ୍ରଧାନମନ୍ତ୍ରୀ;ଜାଣନ୍ତୁ କାହିଁକି ଏହି ଗସ୍ତ…

ମୁମ୍ବାଇ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀ ଭାରତରେ ପହଞ୍ଚିଛନ୍ତି। ସେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ରହିବେ। ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ପତ୍ନୀ ଡାଏନା ଫକ୍ସ କାର୍ନିଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି ।…

Odisha Education: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ

ଭୁବନେଶ୍ୱର:ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲା ଯିବ । ସୂଚନାଥାଉକି, ସୋନପୁରରେ ମତ୍ସ୍ୟ ବିଜ୍ଞାନ…

Green Hydrogen Jetty at Paradip: ପାରାଦ୍ୱୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍ ଜେଟିକୁ ଅନୁମୋଦନ;ପିଏମଙ୍କୁ…

ଭୁବନେଶ୍ବର:ପାରାଦ୍ୱୀପ ବନ୍ଦରରେ ଏଣିକି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ପରିବେଶ ଅନୁକୂଳ ଜାଳେଣିର କାରବାର ହେବ। ଏଥିପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ୭୯୭.୧୭ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଜେଟି (Jetty) ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।…

Vijay Thalapathy: ଭାଙ୍ଗିଯିବ କି ୨୭ ବର୍ଷର ସମ୍ପର୍କ! ଛାଡ଼ପତ୍ର ପାଇଁ ଆବେଦନ କଲେ ବିଜୟଙ୍କ ପତ୍ନୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାପଥି ବିଜୟ ପୁଣି ଥରେ ଖବରରେ ଆସିଛନ୍ତି । ଫିଲ୍ମ କିମ୍ବା ରାଜନୀତି ପାଇଁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାର ଅଭିଯୋଗ ଆଣି ତାଙ୍କ ପତ୍ନୀ ସଙ୍ଗୀତା ଛାଡପତ୍ର ପାଇଁ…

Taking bribe: ପଟ୍ଟା ସଂଶୋଧନ ପାଇଁ ଲାଞ୍ଚ ନେଇ ଫସିଲେ ରାଜସ୍ବ ନିରୀକ୍ଷକ ବାବୁ

କେନ୍ଦ୍ରାପଡ଼ା:ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୫ ହଜାର ଟଙ୍କା ନେବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି । ଜଣେ ଜମି ମାଲିକ…

ଏଣିକି ହୋଡିଂ ଲଗାଇଲେ ବିଏମସି ଠାରୁ ନେବାକୁ ହେବ ଅନୁମତି

ଭୁବନେଶ୍ୱର: ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି । ଏଣିକି ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ସ୍ଥାୟୀ ପ୍ରମାଣପତ୍ର…

Odisha Congress: ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ;କହିଲେ -ହାଇକମାଣ୍ଡଙ୍କ ସହ କଥା ହେବାକୁ…

ଭୁବନେଶ୍ବର:ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ…