Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଡଦିନ ଓ ନୂଆବର୍ଷରେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି

ପୁରୀ:ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

Great Honour Nishan of Ethiopia: ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବାରେ ପ୍ରଥମ ବିଶ୍ୱ ନେତା ହେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଇଥିଓପିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ସର୍ବୋଚ୍ଚ ସମ୍ମାନ, ଗ୍ରେଟ୍ ଅନର ଅଫ୍ ଦି ଅର୍ଡର ଅଫ୍ ଇଥିଓପିଆ (The Great Honour Nishan of Ethiopia)ପ୍ରଦାନ କରିଛି। ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ…

ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହୋଇ ଘର ମାଲିକ ମୃତ

କେନ୍ଦ୍ରାପଡ଼ା: ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି…

Happy hormones:ଶରୀରକୁୁ ଖୁସି କରୁଥିବା ହରମୋନ ଏପରି ବୃଦ୍ଧି କରନ୍ତୁ…

ଭୁବନେଶ୍ବର:ହରମୋନଗୁଡ଼ିକ ହେଉଛି ରାସାୟନିକ ବାର୍ତ୍ତାବାହକ ଯାହା ଆମ ଶରୀର ଭିତରେ ଉତ୍ପାଦିତ ହୁଏ। ଯାହା ରକ୍ତପ୍ରବାହ ମାଧ୍ୟମରେ ବିଭିନ୍ନ ଅଙ୍ଗକୁ ବାର୍ତ୍ତା ପଠାଇ ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ଏଗୁଡ଼ିକ ମୁଡ, ନିଦ୍ରା, ଭୋକ, ପାଚନ ଏବଂ ଚାପ ଠାରୁ ଆରମ୍ଭ କରି ଶକ୍ତି ସ୍ତର ଏବଂ…

Custard apple Benefits: ରକ୍ତଚାପ ଏବଂ ହୃଦୟକୁ ସୁସ୍ଥ ରଖେ ଆତ!

ଭୁବନେଶ୍ବର:ବୟସ ବଢ଼ିବା ସହିତ ଆପଣଙ୍କ ଖାଦ୍ୟରେ ଫଳର ପରିମାଣ ବୃଦ୍ଧି କରିବା ଉଚିତ। ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ସାମିଲ କରିବା ଦେହ ପାଇଁ ଭଲ । ତେବେ ଆତ ସିଜନରେ ପ୍ରତିଦିନ ଗୋଟିଏ ​ଆତ ଖାଇବା ଉଚିତ। ଏହି ଆତ ଫଳ ଖାଇବା ଦ୍ବାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ।…

Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ

ନୂଆଦିଲ୍ଲୀ:ଭାରତ ନିଜର ପ୍ରଥମ ସ୍ୱଦେଶୀ 1.0 GHz, 64-ବିଟ୍ ଡୁଆଲ୍-କୋର୍ Dhruv64 ଚିପ୍ ଲଞ୍ଚ କରିଛି । ଫଳରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଏହି ଚିପ୍ ଭାରତକୁ ବିଦେଶୀ ଚିପ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଏହା…

ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି

ବିଜାପୁର: ଭୂଷୁଡୁଛି ମାଓଗଡ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ, ଆଜି ୩୪ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏଥିରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ମହିଳା କ୍ୟାଡର ଏବଂ ୨୭ ଜଣ ପୁରୁଷ କ୍ୟାଡର ଅଛନ୍ତି । ଏହି ସମସ୍ତ ମାଓବାଦୀମାନେ ସଶସ୍ତ୍ର ଏବଂ ହିଂସାତ୍ମକ…

Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର

ପୁରୀ: ପୁରୀ ସହରର ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବେପାରୀଙ୍କ ଘର ବୁଲଡୋଜର ଲଗାଇ ଭଙ୍ଗାଯାଇଛି l ଗତ କିଛି ଦିନ ତଳେ ପୁରୀ ପୋଲିସ ପକ୍ଷରୁ ନୀଳଚକ୍ର ନଗର ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ବେଆଇନ ୪ ଗୋଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା । ସହରରେ ନିଶା କାରବାର ରୋକିବା ସହ ନିଶାଡି…

ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ରରେ ନୂତନ ଶିଖର ଛୁଇଁବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଗୁଣାତ୍ମକ ଔଷଧ…

India-Afghan Relations: ୩ ମାସରେ ତୃତୀୟ ଆଫଗାନିସ୍ତାନ ମନ୍ତ୍ରୀ ଆସିଲେ ଭାରତ…ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ:ଆଫଗାନିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ମୌଲଭି ନୁର ଜଲାଲ ଜଲାଲି ଭାରତ ଗସ୍ତରେ ଅଛନ୍ତି। ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ତିନି ମାସ ମଧ୍ୟରେ ଏହା ଜଣେ ଆଫଗାନିସ୍ତାନ ମନ୍ତ୍ରୀଙ୍କ ତୃତୀୟ ଭାରତ ଗସ୍ତ। ତାଲିବାନର କ୍ଷମତା ବୃଦ୍ଧି ପରେ ଏହି ବିକାଶ ସୂଚାଇ ଦେଉଛି ଯେ ଉଭୟ ପକ୍ଷ…