Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ, ଏହା କଣ ଓ କେମିତି କରିବ କାମ ଜାଣନ୍ତୁ…

​​​​​​​ବେଙ୍ଗାଲୁରୁ: ଗଗନଯାନ ମିଶନରେ ଇସ୍ରୋକୁ ମିଳିଛି ଆଉ ଏକ ବଡ଼ ସଫଳତା। ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ। ଗଗନୟାନ ଚାଳକ ଦଳ ମଡ୍ୟୁଲଙ୍କ ଲାଗି ଇସ୍ରୋ ଗତି-ମନ୍ଦନ ପ୍ରଣାଳୀ (ଡିଲେରେସନ ସିଷ୍ଟମ) ବିକଶିତ କରିବା ପାଇଁ ଡ୍ରୋଗ ପାରାଚୁଟର ସିରିୟଲ ପରୀକ୍ଷଣ କରିଛି। ଏହି ସବୁ ପରୀକ୍ଷଣ ସଫଳ…

Minor Girl: ରାଜଧାନୀରେ ପୁଣି ଲଜ୍ଜା! ଚାକିରି ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣା ଘଟିବାର କିଛି ଦିନ ନବିତୁଣୁ , ଭୁବନେଶ୍ୱରରେ ପୁଣି ଏଭଳି ସାମ୍ନାକୁ ଆସିଛି। ମହିଳା ବିରୋଧୀ ଅପରାଧର ଆଉ ଦୁଇଟି ମାମଲା ରାଜ୍ୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱର ଲିଙ୍ଗିପୁର ଦୟା ନଦୀପଠା ପରେ ସହିଦ ନଗରରେ…

Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଗିରଫ

ଜଗତସିଂହପୁର: ଜଗତସିଂହପୁରର ରାହାମା ବନାଞ୍ଚଳ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ ବୋଲି ସୂଚନା ରହିଛି…

Cold Wave: ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୩ ଜିଲ୍ଲାକୁ କୁହୁଡ଼ି ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାରେ ଜାରି ରହିଛି ଶୀତ ଲହରି । ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି । ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ…

Operation Sindoor: ଅପରେସନ ସିନ୍ଦୁର ପରେ ସେନାର ବଡ଼ ପଦକ୍ଷେପ, କିଣାଯିବ ୮୫୦ କାମିକାଜେ ଡ୍ରୋନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପରେ, ଭାରତୀୟ ସେନା ଦ୍ରୁତ ଗତିରେ ଏହାର ଡ୍ରୋନ୍ ଯୁଦ୍ଧ କ୍ଷମତାକୁ ସୁଦୃଢ଼ ​​କରୁଛି। ଆତଙ୍କବାଦ ବିରୋଧୀ ଏବଂ ଆକ୍ରମଣାତ୍ମକ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସେନା ପ୍ରାୟ ୮୫୦ କାମିକାଜେ ଡ୍ରୋନ୍ (ଲୋଇଟିଂ…

ଲାଞ୍ଚ ନେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ଗିରଫ, ବାସଭବନରୁ ନଗଦ ୨.୨୩ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ: ଏକ ଲାଞ୍ଚ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗରୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ସିବିଆଇ ଗିରଫ କରିଛି । ଲାଞ୍ଚ ମାମଲାରେ ସିବିଆଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାରଙ୍କୁ ଗିରଫ କରିଛି ।…

ହାଇଦ୍ରାବାଦ ସ୍ଥିତ ‌’ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ…

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ‌ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନ ଦାର୍ଶନିକ, ସନ୍ଥ ତଥା ସମାଜ ସଂସ୍କାରକ ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ…

Hacked Phone Signs: ଯଦି ଏହି ସଙ୍କେତଗୁଡ଼ିକ ଦେଖନ୍ତି … ଫୋନ୍ ହୋଇଛି ହ୍ୟାକ୍ ?

ଭୁବନେଶ୍ବର:ସପିଂ ହେଉ ଅବା ପାଠପଢ଼ା ହେଉ, ମନୋରଞ୍ଜନ ହେଉ କିମ୍ବା ବ୍ୟାଙ୍କିଙ୍ଗ୍ ଓ ଗେମିଂ ହେଉ, ଆଜିକାଲି ସବୁକିଛି ମୋବାଇଲ୍ ଫୋନ୍ ବ୍ୟବହାର କରି କରାଯାଉଛି । ଏବେ ଫୋନ୍ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ହୋଇଗଲାଣି ଏବଂ ଏଥିରେ ଆପଣଙ୍କର ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ରହିଛି।…

ସାକ୍ଷୀଗୋପାଳ ଵସଷ୍ଟାଣ୍ଡ ନିକଟ ଦୋକାନ ଉପରକୁ ବୋମା ମାଡ଼;କାରଣ ଅସ୍ପଷ୍ଟ

ପୁରୀ:ଶନିବାର ସନ୍ଧ୍ୟାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ବୋମାମାଡ଼ ହୋଇଛି। ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି…

କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିବା କଥା ଭ୍ରମାତ୍ମକ: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା କହିଛି । ଶନିବାର ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର…