Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଉ ୬ ଜଣ ୱାରେଣ୍ଟ୍ ଆସାମୀଙ୍କୁ ପଳାତକ ଘୋଷଣା

କଟକ: ନିକଟରେ କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଥିବାବେଳେ, ଏବେ ଆଉ ୬ ଜଣଙ୍କୁ ପଳାତକ ଘୋଷଣା କରିଛି କଟକ ଜିଲ୍ଲା ପୋଲିସ । ଏହାକୁ ମିଶାଇ ୱାରେଣ୍ଟ୍ ଆସାମୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ବର୍ତ୍ତମାନ…

Shyok Tunnel in Ladakh: ସେନାର ଗତିବିଧି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ହେବ ସହଜ…ଉଦଘାଟନ ହେଲା ଶ୍ୟୋକ୍ ଟନେଲ୍

ନୂଆଦିଲ୍ଲୀ: ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଲଦାଖର ଶ୍ୟୋକ୍ ଟନେଲରୁ( Shyok Tunnel) ସୀମା ସଡ଼କ ସଂଗଠନ (BRO)ର ୧୨୫ଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ…

ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମା’ ତାରିଣୀ ପୀଠର…

ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଜେଜେଏମପିର ଦୁଇ ସମର୍ଥକ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଲୋହାରଦଗା ପୋଲିସ ବଡ଼ ସଫଳତା ମିଳିଛି । ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଉଗ୍ରବାଦୀ ସଂଗଠନ ଜେଜେଏମ୍‌ପିର ଦୁଇ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେନହା ଥାନା ଅଞ୍ଚଳର ନସୀମ ଅନସାରୀ ଓ ଶ୍ୟାମଲାଲ ଯାଦବ । ଗିରଫ ଦୁଇ ଜଣଙ୍କ…

Tehsil Office: ରାଜଧାନୀରେ ଖୋଲିବ ଆଉ ୨ ନୂଆ ତହସିଲ…

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ ମାତ୍ରାରେ ହେବାରେ ଲାଗିଥିବାବେଳେ, ଲୋକଙ୍କ ସୁବିଧା ପାଇଁ…

୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଚ୍ଛେଦ ହେବ ଲାଇବ୍ରେରିଆନ୍‌ ପଦ, ନିଯୁକ୍ତି ପାଇବେ ଶିକ୍ଷକ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ବଡ଼ ସୂଚନା । ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ…

Weather Update: ଆହୁରି ୭ ଦିନ କଲବଲ କରିବ ଶୀତ, ବୋହିବ କାଲୁଆ ପବନ

ଭୁବନେଶ୍ୱର: ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ…

Earthquake: ଭୟଙ୍କର ଭୂମିକମ୍ପରେ ଥରିଲା ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳ, ରିକ୍ଟର ସ୍କେଲରେ ଏହାର…

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରହିଛି । ଭୂମିକମ୍ପଟି ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଏହା ପରେ ଅନେକ ଛୋଟ ଛୋଟ ଭୂକମ୍ପ ଅନୁଭୂତ…

ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ, ୨୩ ମୃତ, ଅନେକ ଗୁରୁତର

ପାନାଜି: ଗୋଆର ଏକ ପ୍ରସିଦ୍ଧ ନାଇଟ୍ କ୍ଲବରେ ଏକ ବଡ଼ ଏବଂ ଦୁଃଖଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ସିଲିଣ୍ଡର ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଘଟଣାସ୍ଥଳରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ମଧ୍ୟ ଗୁରୁତର ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ…

ସରିଲା ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ଏତିକି ରୋଗୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ…