Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୟଙ୍କର ସଡକ ଦୁର୍ଘଟଣା; ୩୦ରୁ ଅଧିକ ମୃତ, ଅନେକ ଗୁରୁତର

ଅବୁଜା: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ବେପରୁଆ ଗାଡି ଚାଳନା ଯୋଗୁଁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହି…

Weather Update: ରାଜ୍ୟରେ ଆଜିଠୁ ବଢିବ ରାତି ତାପମାତ୍ରା; କମିବ ଶୀତ, ୯ରୁ ୧୨ ଯାଏଁ…

ଭୁବନେଶ୍ୱର: ଏଣିକି ରାଜ୍ୟରୁ ଉଭେଇବ ଶୀତ । ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ ବୋଲି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୯ ତାରିଖରୁ ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ…

Japan Election: ଜାପାନ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୋଦି

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ରବିବାର ଏକ ଐତିହାସିକ ବିଜୟ ହାସଲ କରିଛନ୍ତି । ଭୋଟ୍ ଶେଷ ହେବାର ଦୁଇ ଘଣ୍ଟା ମଧ୍ୟରେ ତାକାଇଚିଙ୍କ ମେଣ୍ଟ ବହୁମତ ପାଇଁ ଆବଶ୍ୟକ ୨୩୩ ଆସନ ଅତିକ୍ରମ କରିଛି । ତାଙ୍କ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ଏକ ବିଶାଳ ବିଜୟ ହାସଲ କରିଛି,…

Road Accident: ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ୍ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏଥିରେ ଅଜା ଓ ୨ ନାତି ସହ ଜଣେ ସମ୍ପର୍କୀୟ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ…

Shah Appeals Women Maoists: ମହିଳା ନକ୍ସଲଙ୍କୁ ଅମିତ ଶାହଙ୍କ ଭାବପ୍ରବଣ ନିବେଦନ: ବନ୍ଧୁକ ଛାଡିଦିଅ, ମୁଖ୍ୟଧାରାକୁ…

ରାୟପୁର:ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଏବଂ ମାନବିକ ବାର୍ତ୍ତା ଦେଇଛନ୍ତି । ରାୟପୁରରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ସମୟରେ ଶାହ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ସରକାର ଏବଂ ଛତିଶଗଡ଼ ସରକାର କାହା ଉପରେ ଗୁଳି…

Strike:୧୨ ତାରିଖ ସର୍ବଭାରତୀୟ ଧର୍ମଘଟକୁ ପିସିସି ପକ୍ଷରୁ ସମର୍ଥନ ଘୋଷଣା

ଭୁବନେଶ୍ବର: ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାକୁ ସମର୍ଥନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା…

ଜେଲ୍ ଅଧୀକ୍ଷକ ନାଁରେ ଅଭିଯୋଗ; ମହିଳା କଏଦୀଙ୍କ ସୁନା ଅଳଙ୍କାର ଫେରାଉ ନଥିବାରୁ ଏତଲା

କଟକ: ଚୌଦ୍ଵାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ଥାନାରେ ମାମଲା । ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ । ଏପରି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି । ଏକ ମାମଲାରେ ମହିଳା ଜଣଙ୍କ ବିଚାରଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ ତାରିଖରେ…

Murder: ଜମିବାଡି ବିବାଦରୁ ହତ୍ୟା; ପୁଅକୁ ଛୁରି ଭୁସିଦେଲା ବାପା

ଢେଙ୍କାନାଳ:କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ପୁଅକୁ ଛୁରି ଭୁସି ହତ୍ୟା କଲା ବାପା । ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା । ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ଜମିବାଡି ବିବାଦକୁ ନେଇ…

ମେଟ୍ରୋ ଷ୍ଟେସନରେ ହାଇଭୋଲଟେଜ ଡ୍ରାମା, ପ୍ରେମିକା ସହ ନିଜ ପୁଅକୁ ଦେଖିବା ପରେ ମା’ ଜଣକ…

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ଆମେ ମାନେ ସୋସିଆଲ ମିଡିଆରେ ଅନେକ ଭଲ ସହ ବିଚିତ୍ର ଓ ଆଶ୍ଚର୍ଯ୍ୟ ଜନକ ଭିଡିଓ ମଧ୍ୟ ଦେଖୁଛେ । ସେହିପରି ଏକ ଅଜବ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ ମେଟ୍ରୋ ଷ୍ଟେସନରେ ଦେଖିବା ପରେ, କୌଣସି…

Russian general: ରୁଷ ଜେନେରାଲଙ୍କ ଉପରେ ଗୁଳି ଚଳାଇଥିବା ସନ୍ଦିଗ୍ଧ ବ୍ୟକ୍ତି ଦୁବାଇରୁ ଗିରଫ

ନୂଆଦିଲ୍ଲୀ: ମସ୍କୋରେ ରୁଷିଆର ଶୀର୍ଷ ସାମରିକ ଗୁଇନ୍ଦା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଭ୍ଲାଦିମିର ଆଲେକ୍ସେଭଙ୍କୁ ଗୁଳି କରିବା ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରାଯାଇଛି। ରୁଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ (FSB) କହିଛି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତରେ ରଖାଯାଇଛି।…