Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

BCAS model for port security India: ବନ୍ଦର ସୁରକ୍ଷା ପାଇଁ ଗଠନ ହେବ ‘ବନ୍ଦର ସୁରକ୍ଷା ବ୍ୟୁରୋ’;ବିସିଏଏସ…

ନୂଆଦିଲ୍ଲୀ: ଜାହାଜ ଓ ବନ୍ଦରଗୁଡ଼ିକର ସୁରକ୍ଷା ନିମନ୍ତେ ଏକ ସମର୍ପିତ ସଂସ୍ଥା - ବନ୍ଦର ସୁରକ୍ଷା ବ୍ୟୁରୋ (ବିଓପିଏସ- Bureau of Port Security (BoPS)) ଗଠନ ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ…

Jatiya Kandhei Naat Utsav: ଜାତୀୟ କଣ୍ଢେଇ ନାଟ ଉତ୍ସବ ଉଦ୍‌ଯାପିତ;ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା କଲା ପ୍ରଦାନ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ କଣ୍ଢେଇ ନାଟ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ (Concluding day of National Puppet Festival)ହୋଇଯାଇଛି। ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା…

ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବ କେନ୍ଦ୍ର

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି…

Bangladesh Violence: “ୟୁନୁସଙ୍କ ସରକାର ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି” ପୂର୍ବତନ ବାଂଲା ମନ୍ତ୍ରୀ…

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶୀ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ମହମ୍ମଦ ୟୁନୁସ(Muhammad Yunus)ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଜାଣିଶୁଣି ବାଂଲାଦେଶରେ ହିଂସାକୁ ଉସୁକାଉଛନ୍ତି । ଏଏନଆଇ ସହିତ…

ବେଟିଂ ଆପ୍ ମାମଲା; ଏହି ମାନଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ଚଢାଉ । 1X ବେଟିଂ ଆପ୍ ମାମଲାରେ ୭ ଜଣଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନେ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ବଲିଉଡ ପ୍ରସିଦ୍ଧ ଅଭିନେତା ସୋନୁ ସୁଦ,…

୬ ଦାଦନ ଶ୍ରମିକ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବସଷ୍ଟାଣ୍ଡଠାରୁ ୬ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ଏମାନଙ୍କୁ ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ଦାଦନ ସର୍ଦ୍ଦାର ମାଧବ ବଛା (୩୧)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଦାଦନ ସର୍ଦ୍ଦାର ମାଧବ ବଛାର ଘର ବେଲପଡ଼ା ଥାନା…

Public Grievances: ଡିସେମ୍ବର ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା; ‘ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ…

ଢାକା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ । ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସୂଚନା…

ଲାଞ୍ଚ ନେଇ ଜେଲ୍ ଗଲେ ଅବସରପ୍ରାପ୍ତ ଅମିନ

ସୁବର୍ଣ୍ଣପୁର: ଲାଞ୍ଚ ନେବା ପଡିଲା ମହଙ୍ଗା । ଜେଲ୍ ଗଲେ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେର । ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲ ଅଧୀନରେ କାର୍ଯ୍ୟରତ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ନେବା ମାମଲାରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି ବଲାଙ୍ଗିର ଭିଜିଲାନ୍ସ…

Eastern Army Commander Checks Border: ସୀମାରେ ଆଲର୍ଟ; ପୂର୍ବ କମାଣ୍ଡ ମୁଖ୍ୟ BSF ସହ କଲେ ବୈଠକ…

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଘଟଣାକ୍ରମ ମଧ୍ୟରେ, ସେନାର ପୂର୍ବ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାମଚନ୍ଦ୍ର ତିୱାରୀ(Eastern Army Commander Lieutenant…