Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଥମ ନୁହଁନ୍ତି ମାଦୁରୋ, ୩୬ ବର୍ଷ ପୂର୍ବେ ଏହି ଶାସକଙ୍କୁ ଉଠାଇ ଆଣିଥିଲା ଆମେରିକା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୩ ରେ ଭେନେଜୁଏଲା ଉପରେ ଏକ ଆକ୍ରମଣ କରି ନିଜ ସୈନ୍ୟମାନଙ୍କ ଦ୍ଵାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲେ ଏବଂ ଦେଶର ସାମରିକ ଘାଟି ସମେତ ଦେଶ ଉପରେ ବଡ଼ ଧରଣର ଆକ୍ରମଣ…

ଜଳ ପଥରେ ଭାରତକୁ ବଡ ଆକ୍ରମଣ କରିବାର ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା: ରିପୋର୍ଟ

ଶ୍ରୀନଗର: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ, ଲସ୍କର-ଏ-ତୈବା ଏବଂ ଏହାର ସହଯୋଗୀ ସଂଗଠନ, ଜେକେୟୁଏମ୍ ସହ ମିଶି ସାରା ଦେଶରେ ଓ୍ବାଟର ଟେରର ନେଟଓ୍ବାର୍କ ଗଠନ କରୁଛି । ରିପୋର୍ଟ ଅନୁଯାୟୀ,…

Modi wishes Mamata Banerjee: ‘ଦିଦି’ ଡ଼ାକି ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଜନ୍ମଦିନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମମତା ବାନାର୍ଜୀଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି।  ସୋସିଆଲ ମିଡିଆ ପ୍ଲାଟଫର୍ମ X  ରେ ଏକ ପୋଷ୍ଟ ସେୟାର କରି…

British MP On J&K: କ’ଣ ବ୍ରିଟେନର ନିର୍ଦ୍ଦେଶରେ ଜମ୍ମୁ କାଶ୍ମୀରରୁ ହଟା ଯାଇଥିଲା ଧାରା ୩୭୦?,…

ନୂଆଦିଲ୍ଲୀ: ଅଗଷ୍ଟ ୫, ୨୦୧୯, ଏହି ତାରିଖଟି ହେଉଛି ସେହି ଦିନ ଯେତେବେଳେ ଜମ୍ମୁ କାଶ୍ମୀରବାସୀ ଶାନ୍ତିର ନିଃଶ୍ୱାସ ନେଇଥିଲେ। ଏହି ଦିନ, ମୋଦି ସରକାର ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଘୋଷଣା କରିଥିଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଛଅ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି…

Cuba Soldiers Died: ଭେନେଜୁଏଲାରେ ଆମେରିକାର ଆକ୍ରମଣ ବେଳେ କ’ଣ କରୁଥିଲେ କ୍ୟୁବା ସୈନିକ? ୩୨ କ୍ୟୁବା ସୈନିକ…

ନୂଆଦିଲ୍ଲୀ: ଶନିବାର ଦିନ ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ଭେନେଜୁଏଲାର ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା । ଏବେ ଏହା ସାମ୍ନାକୁ ଆସିଛି ଯେ ମାଦୁରୋଙ୍କୁ ଉଦ୍ଧାର କରିବା ସମୟରେ ୩୨ ଜଣ କ୍ୟୁବା ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି…

Trump Warns Venezuela Interim Leadership: ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ଆଖି, ଅନ୍ତରୀଣ ସରକାରଙ୍କୁ ବି ଦେଲେ…

ନୂଆଦିଲ୍ଲୀ: ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ନିଜ କବଜାକୁ ନେବା ପରେ ବି ଶାନ୍ତ ହୋଇନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଏବେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସିଙ୍କୁ ବି ଧମକାଇଛନ୍ତି ଟ୍ରମ୍ପ। ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ମଧ୍ୟ ସେ ଭେନେଜୁଏଲାରେ…

ଆମେରିକା ଦ୍ୱାରା ମାଦୁରୋଙ୍କ ନାଟକୀୟ ଗିରଫ: ଚୀନ୍ ଓ ରୁଷ୍‌କୁ କ’ଣ ସଙ୍କେତ?

ଓ୍ୱାଶିଂଟନ୍ ଡିସି: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କ ଗିରଫଦାରୀ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଏହି ଘଟଣା କେବଳ ଏକ ରାଜନୈତିକ ନାଟକ ନୁହେଁ, ବରଂ ଆମେରିକାର ସାମରିକ ଶକ୍ତିର ଏକ ଜ୍ୱଳନ୍ତ ପ୍ରଦର୍ଶନ। ଆମେରିକୀୟ ରାଷ୍ଟ୍ରପତି…

ଆମେରିକାର କୁଖ୍ୟାତ ବ୍ରୁକ୍ଲିନ୍ ଜେଲରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ: କାହିଁକି ଏହା ବିବାଦୀୟ ଜେଲ୍?

ନ୍ୟୁୟର୍କ: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିବା ପରେ ଏବେ ସମଗ୍ର ବିଶ୍ୱର ନଜର ଆମେରିକାର ଏକ ବଦନାମ କାରାଗାର ଉପରେ ପଡ଼ିଛି। ନ୍ୟୁୟର୍କ୍ ସହରର ବ୍ରୁକ୍ଲିନ୍ ଅଞ୍ଚଳରେ ଥିବା ମେଟ୍ରୋପଲିଟାନ୍ ଡିଟେନ୍ସନ୍ ସେଣ୍ଟର (ଏମ୍‌ଡିସି) ନାମକ ଏହି ଫେଡେରାଲ୍ ଜେଲ୍‌ରେ…

Odisha Weather: ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା, ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା…

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସକାଳ ୧୦ଟା ପର୍ଯ୍ୟନ୍ତ ଦୃଶ୍ୟମାନ କମ୍‌ ହେଉଥିବାରୁ ରାସ୍ତାରେ ଯାତାୟତ କରିବା ଅସୁବିଧା ହୋଇପଡିଛି । ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ…