ଜଳେଶ୍ୱର: ଜାତୀୟ ରାଜପଥ-୬୦ର ବସ୍ତା ପାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଛି ଗୋରୁ ବୋଝେଇ ଗାଡ଼ି । ଏଥିରେ ୧୫ ଗାଈଙ୍କ ମୃତ୍ୟୁ ହୋଇଛି । ଗୋରୁ ବୋଝେଇ ଟ୍ରକ୍ ତଳେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଟ୍ରକଚି ୧୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ବେଳେ ବସ୍ତା ବାଇପାସ୍ ନିକଟରେ ବୋଲେରୋକି ଧକ୍କା ଦେଇଥିଲା ।
BREAKING NEWS
- ୧୯୦ ଦେଶରେ ତ୍ରୟୋଦଶ ଅନ୍ତର୍ଜାତୀୟ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ
- Nitin Naveen in Odisha: ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ;ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ
- Sweden’s prestigious award: ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ; ପାଇଲେ ୩୧ତମ ଗ୍ଲୋବାଲ ଆଓ୍ବାର୍ଡ
- IPL betting racket:ଅନଲାଇନ୍ ବେଟିଂର ପର୍ଦ୍ଦାଫାସ;ଜଣେ ଗିରଫ, ବ୍ୟାଙ୍କ ବାଲାନ୍ସ ହେଲା ଫ୍ରିଜ
- ମସ୍କୋରେ ୟୁକ୍ରେନର ବଡ଼ ଡ୍ରୋନ୍ ହମଲା: ଜଣେ ଭାରତୀୟ ମୃତ, ୩ ଆହତ
- ଭାରତର ଏହି ଗାଁ ସମ୍ପୂର୍ଣ୍ଣ ଶାକାହାରୀ, ଏହା ପଛରେ କାରଣ କ’ଣ ଜାଣନ୍ତି?
- ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ:୧୧ ଦିନରେ ୪୪୪ ୱାରେଣ୍ଟି ଗିରଫ
- ଯୁଦ୍ଧ ଶେଷ ପାଇଁ ପାଞ୍ଚଟି ବଡ଼ ସର୍ତ୍ତ ରଖିଲେ ଟ୍ରମ୍ପ, ରାଜି ହେବ ତ ଇରାନ?
- ଏହି ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭିଡି ସତୀଶନ୍
- ଧୋନୀଙ୍କୁ ନେଇ ପ୍ରଶଂସକଙ୍କୁ ବୋକା ବନାଉଛି କି ସିଏସକେ
Comments are closed.