Latest Odisha News

BREAKING NEWS

Browsing Tag

Jaleswar

ଜଳେଶ୍ୱରରୁ ବିପୁଳ ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ ହୋଇଥିଲା । ରେଡ୍ ବେଳେ…

ଦୁର୍ଘଟଣା ପରେ ଓଲଟିଲା ଗୋରୁ ଗାଡ଼ି, ୧୫ ଗାଈ ମୃତ

ଜଳେଶ୍ୱର: ଜାତୀୟ ରାଜପଥ-୬୦ର ବସ୍ତା ପାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଛି ଗୋରୁ ବୋଝେଇ ଗାଡ଼ି । ଏଥିରେ ୧୫ ଗାଈଙ୍କ ମୃତ୍ୟୁ ହୋଇଛି । ଗୋରୁ ବୋଝେଇ ଟ୍ରକ୍ ତଳେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଟ୍ରକଚି ୧୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ…

ବାଲେଶ୍ୱରରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଜଳେଶ୍ୱରରେ ଅଭାବନୀୟ ଘଟଣା । ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଘଟିଛି ଏହି ଘଟଣା । ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିପାରିନାହିଁ ।…

୪୫ ଗ୍ରାମ ବ୍ରାଉନସୁଗର ଜବତ, ୬ ଜଣ ଅଟକ

ବାଲେଶ୍ୱର: ଭୋଗରାଇ ଉଦୟପୁର ନିକଟରୁ ୪୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମେରାଇନ୍ ଥାନା ପୋଲିସ୍‌ । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ । ସେମାନେ କେଉଁଠୁ ଆଣିଲେ ବ୍ରାଉନସୁଗର ? କାହା ପାଇଁ ଆଣିଥିଲେ…

ବାଇକକୁ ଧକ୍କା ଦେଲା ଡମ୍ପର, ଦୁଇ ଜଣଙ୍କର ମୃତ୍ୟୁ

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା…