ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।
CBI searches are underway at 56 locations in 20 states and UTs in online child sexual exploitation material (CSEM) case. The searches are based on the inputs shared by Interpol unit of New Zealand through Singapore: CBI Sources
— ANI (@ANI) September 24, 2022
ନ୍ୟୁଜଲାଣ୍ଡରୁ ଇଣ୍ଟରପୋଲର ସିଙ୍ଗାପୁର ସ୍ୱତନ୍ତ୍ର ୟୁନିଟକୁ ମିଳିଥିବା ତଥ୍ୟ ଆଧାରରେ ଦେଶର ୫୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉର ନାଁ ରହିଛି ‘ଅପରେସନ୍ ମେଘଚକ୍ର’ । ଗତବର୍ଷ ମଧ୍ୟ ସିବିଆଇ ‘ଅପରେସନ୍ କାର୍ବନ’ କରିଥିଲା ।
Comments are closed.