Latest Odisha News

BREAKING NEWS

Browsing Tag

CBI Raid

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…

କାଲି ରେଡ୍ ପରେ ଆଜି CBI ଅଫିସରେ ହାଜର ହେଲେ ମହିମା ମିଶ୍ର

ଭୁବନେଶ୍ୱର: ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ର । ଗତକାଲି ମହିମା ମିଶ୍ରଙ୍କ କଟକ ସ୍ଥିତ ଘର ସହ OSL ଅଫିସ୍ ଓ ପାରାଦୀପର ଏକାଧିକ ସ୍ଥାନରେ ସିବିଆଇ ରେଡ୍ କରିଥିଲା । ରେଡ୍ ପରେ ସିବିଆଇ ପାରାଦୀପରୁ ୨ ଜଣଙ୍କୁ ଉଠାଇ ଆଣିଥିଲା । ଏଥିସହ କଟକ ଓଡ଼ିଆ ବଜାର ସ୍ଥିତ ମହିମା…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…

ରେଳବାଇ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ସିବିଆଇ ଜାଲରେ ପୂର୍ବତଟ ରେଲ୍‌ୱେର ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ରଥଙ୍କ ଘରେ ସିବିଆଇ ଚଢାଉ ଜାରି ରହିଛି । ଭୁବନେଶ୍ୱର ଅଫିସ୍ ଓ କୋଳଥିଆ ଘରେ ଏକା ସାଙ୍ଗରେ ସିବିଆଇ ଟିମ୍‌ ଚଢ଼ାଉ କରାଯାଇଛି । ବର୍ତ୍ତମାନ ସମୟରେ…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଳୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କ ଘରେ ସିବିଆଇର ରେଡ୍ । ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକକାଳୀନ ବେଙ୍ଗାଳୁରୁ, ମୁମ୍ୱାଇ ସମେତ ୧୫ଟି ସ୍ଥାନରେ ରେଡ୍ କରାଯାଉଛି । Karnataka: CBI raids underway at more than 15…

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ…