Latest Odisha News

BREAKING NEWS

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।

ନ୍ୟୁଜଲାଣ୍ଡରୁ ଇଣ୍ଟରପୋଲର ସିଙ୍ଗାପୁର ସ୍ୱତନ୍ତ୍ର ୟୁନିଟକୁ ମିଳିଥିବା ତଥ୍ୟ ଆଧାରରେ ଦେଶର ୫୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉର ନାଁ ରହିଛି ‘ଅପରେସନ୍ ମେଘଚକ୍ର’ । ଗତବର୍ଷ ମଧ୍ୟ ସିବିଆଇ ‘ଅପରେସନ୍ କାର୍ବନ’ କରିଥିଲା ।

Leave A Reply

Your email address will not be published.