ପ୍ରବାସୀଙ୍କ ଟ୍ରେନ୍ ଯାତ୍ରା ପାଇଁ କେନ୍ଦ୍ର ପକ୍ଷରୁ ସଂଶୋଧିତ ଏସଓପି ଜାରି ଦେଶ ବିଦେଶ By ଓଡ଼ିଶା ସମ୍ବାଦ ବ୍ୟୁରୋ On May 19, 2020 Share ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଯାତ୍ରା ଲାଗି ସଂଶୋଧିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରାଯାଇଛି। Share
Comments are closed.