ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା । ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ ମିଶିଛି ବୋଲି ଲୋହାନୀ କହିଛନ୍ତି । ତେବେ ୫ ଭିଭିପାଟ୍ ର ସ୍ଲିପ୍ ସହ ଫଳାଫଳକୁ ଟାଲି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବାଜିମାତ୍ ହୋଇଛି । ୨୩ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୭୮୦୩୪, ବିଜେଡି ୧୨୦୬୭୨ ଓ କଂଗ୍ରେସ ୩୫୮୧ ଭୋଟ୍ ପାଇଛନ୍ତି ।
BREAKING NEWS
- ୟାମି ଗୌତମଙ୍କୁ କାହିଁକି କ୍ଷମା ମାଗିଲେ ଅଭିନେତ୍ରୀ ରବୀନା…
- ଟି୨୦ ବିଶ୍ୱକପ : ଇଂଲଣ୍ଡ, ଆଫଗାନିସ୍ତାନ ବିଜୟୀ
- ବାଂଲାଦେଶରେ ପୁଣି ଆରମ୍ଭ ହେଲା ଆୱାମୀ ଲିଗ୍ କାର୍ଯ୍ୟକଳାପ, ନିଜ ଦେଶକୁ ଫେରିବେ କି ଶେଖ୍ ହାସିନା?
- ଭାରତ-ପାକିସ୍ତାନ ମ୍ୟାଚ ପରେ ବାଦ ପଡି ପାରନ୍ତି ବାବର, ଶାହୀନ
- ମଶାଣିରୁ ୫ ଶବ ଚୋରି; ଆର୍ନ୍ତଜାତୀୟ ରାକେଟଙ୍କ ହାତଥିବା ସନ୍ଦେହ
- ୩୦୦ ବର୍ଷ ପରେ ମହାଶିବରାତ୍ରିରେ ୧୨ ଶୁଭ ଯୋଗ;ଏହି ରାଶିମାନଙ୍କର ବଦଳିବ ଭାଗ୍ୟ
- ଅଯୋଗ୍ୟ ମୁଖିଆ; ପାକିସ୍ତାନର ଶୋଚନୀୟ ପରାଜୟ ପରେ ବର୍ଷିଲେ ସୋଏବ ଅଖତର
- ଏଲିଏନଙ୍କ ଉପସ୍ଥିତି ନେଇ ଓବାମାଙ୍କ ଦାବି, କିନ୍ତୁ ସେମାନଙ୍କୁ ଏରିଆ ୫୧ରେ ରଖାଯାଇନାହିଁ…
- ଚେକ୍ ବାଉନ୍ସ ମାମଲା; ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ
- ଏହି ହିନ୍ଦୁ ନେତା ତାରିକ ରହମାନଙ୍କ କ୍ୟାବିନେଟରେ ହେବେ ମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ…
Comments are closed.