Latest Odisha News

BREAKING NEWS

Browsing Tag

Padampur

ପଦ୍ମପୁର ପ୍ରତିଶ୍ରୁତିକୁ ନେଇ ନବୀନ, ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା, ଜୟନାରାୟଣ ଓ ପୋଲିସ ଧସ୍ତାଧସ୍ତିକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ଣ ରହିଥିବା ବେଳେ ଆଜି ରାଜନୀତିର ନିଆଁରେ ଘିଅ ଢାଳିଛି ପଦ୍ମପୁର । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର…

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…

ଖୁବ ଶୀଘ୍ର ପଦ୍ମପୁରକୁ ମିଳିପାରେ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବିରୋଧୀ ବଳ ଯୋଗାଡୁଥିବାବେଳେ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଆସନ୍ତ ନିର୍ବାଚନ ପୂର୍ବରୁ ନୀବନ ପଟ୍ଟନାୟକ ବି ତାଙ୍କର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି    । ପଦ୍ମପୁର…

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ । ପଦ୍ମପୁର…

ସିଇଓଙ୍କ ପ୍ରେସମିଟ୍ : ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍

ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି  । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା ।  ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ…

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।…

କାଲି ପଦ୍ମପୁର ରାୟ, ଆଶାଆଶଙ୍କାରେ ପ୍ରାର୍ଥୀ

ପଦ୍ମପୁର: ଆସନ୍ତାକାଲି ପ୍ରକାଶ ପାଇବ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ଫଳ । ଆସିବ ପଦ୍ମପୁରବାସୀଙ୍କ ରାୟ । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି । ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି…

୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପଦ୍ମପୁର ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ…