Latest Odisha News

BREAKING NEWS

ଶନିବାର ଓ ରବିବାର ଆପଣଙ୍କ ଜିଲ୍ଲାର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତସେବା !

ଭୁବନେଶ୍ୱର: ମରାମତି କାର୍ଯ୍ୟପାଇଁ ଶନିବାର ଓ ରବିବାର କଟକ, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ଜାରି ହୋଇଛି ।

ଶନିବାର:

୧.ଜନପଥ, ଶ୍ରୀୟା ସ୍କୋୟାର, ରାମ ମନ୍ଦିର, ବିଡିଏ କଲୋନି, ରେଳ ବିହାର, ବିଡିଏ କଲୋନୀ : ସକାଳ ୯ ଟାରୁ ୧୨ ଟା

୨.ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ : ସକାଳ ୯ ଟାରୁ ୧୨ ଟା

୩. କଟକ ଗ୍ରାମାଞ୍ଚଳର ଖୁଣ୍ଟକଟା ଓ ନରସିଂହପୁର ସକାଳ ୮ ଟା ରୁ ୧୧ ଟା

୪. ଢେଙ୍କାନାଳ: ସକାଳ ୯ ଟାରୁ ଦିନ ୩ ଟା

ରବିବାର:

୧.ଆରଏମଆରସି ଓ ଚନ୍ଦ୍ରଶେଖରପୁର: ସକାଳ ୧୧ ଟାରୁ ୧୨ ଟା

୨.ଚନ୍ଦକା, ମଞ୍ଚେଶ୍ୱର : ସକାଳ ୧୦ ଟାରୁ ଦିନ ୨ ଟା

୩. କଟକ ସହରାଞ୍ଚଳ ର ଖପୁରିଆ: ସକାଳ ୧୦ ଟା ରୁ ୧ ଟା

୪.କଟକ ଗ୍ରାମାଞ୍ଚଳର କୁଳେଇ, ରତାପତା: ସକାଳ ୮ ଟା ରୁ ୧୧ ଟା

୫. ଟାଙ୍ଗୀ, ଚାରବାଟିଆ ଓ ଚୌଦ୍ୱାର: ସକାଳ ୯ ଟାରୁ ସନ୍ଧ୍ୟା ୫ ଟା

୬.ଢେଙ୍କାନାଳ ୯ ଟା ରୁ ୩ ଟା

Leave A Reply

Your email address will not be published.