Latest Odisha News

ଚାହତ ଖାନ୍ନା-ମିକା ସିଂଙ୍କ କ୍ୱାରେଂଟାଇନ ଲଭ ଶୀର୍ଷକ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଚାହତ ଖାନ୍ନା ସର୍ବଦା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତିି । ଏବେ କରୋନା ଭାଇରସ ଲକଡାଉନ ସମୟରେ ସେ ମିକା ସିଂଙ୍କ ସହ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୱାରେଂଟାଇନ ଲଭ କ୍ୟାପଶନ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେମାନଙ୍କ ସହ କାମ କରୁଥିବା ଜନୈକ ସ୍ପଟ ବୟଙ୍କ କହିବା ଅନୁସାରେ ଉଭୟ କ୍ୱାରେଂଟାଇନରେ ରହିବା ଅବସରରେ ଏକ ମ୍ୟୁଜିକ୍ ଆଲବମ ଲଂଚ କରୁଛନ୍ତି । ଏହାର ଶୀର୍ଷକ କ୍ୱାରେଂଟାଇନ ଲଭ ରଖାଯାଇଛି । ଉଭୟଙ୍କ କେମେଷ୍ଟ୍ରି ସବୁଠାରେ ଗ୍ରହଣୀୟ ହେଉଛି । ଏପରିକି ଶେୟାର କରିଥିବା ଫଟୋ ଏବେ ଭାଇରାଲ ହୋଇଛି ।

Leave A Reply

Your email address will not be published.