ଭୁବନେଶ୍ବର: ଅଣ୍ଟା ପତଳା ଦେଖାଯିବା ପାଇଁ ଅଣ୍ଟାରେ ଚେନ୍ ବେଲ୍ଟ ଫେସନକୁ ଆପଣାଇ ଦେଇଛନ୍ତି । ତେବେ ଏହି ଚେନ୍ ବେଲ୍ଟ ଡିଜାଇନର ଡ୍ରେସ ଓ ଶାଢିରେ ପିନ୍ଧୁଛନ୍ତି । ଏବେ ଚେନ୍ ବେଲ୍ଟ ଫେସନରେ ରହିଛି । ଆପଣ ଏହି ଷ୍ଟାଇଲ ଆପଣାଇ ନିଜର ଲୁକ୍ ରେ ଚାରଚାନ୍ଦ ଲଗାଇ ପାରିବେ ।
– ଓ୍ବାନପିସ୍ , ଗାଉନ ଓ ଫ୍ରକ୍ ଉପରେ ଚେନ୍ ବେଲ୍ଟ ପିନ୍ଧିଲେ ଫଙ୍କି ଲୁକ୍ ଆସେ । ଆପଣ ହ୍ୟାଙ୍ଗଆଉଟ୍ ଟାଇମ୍ ରେ ପିନ୍ଧିପାରିବେ ।
-କାଜୁଆଲ ଡ୍ରେସ କିମ୍ବା ଟି-ସାର୍ଟ ଉପରେ ଏହି ବେଲ୍ଟ ପିନ୍ଧିଲେ ଷ୍ଟାଇଲିସ୍ ଲୁକ୍ ଆସେ ।
-ଶ୍ରଗ୍ ଉପରେ ଏହାକୁ ପିନ୍ଧି ଏକ ଷ୍ଚାଇଲିସ୍ ଲୁକ୍ କ୍ରିଏଟ୍ କରିପାରିବେ ।
-ଆଜିକାଲି କ୍ରପ୍ ଟପ୍ ସହ ଚେନ୍ ବେଲ୍ଟ ପିନ୍ଧୁଛନ୍ତି । ଯାହା ୟୁନିକ୍ ଲୁକ୍ ଦେଉଛି ।
-ପାର୍ଟିରେ ଷ୍ଟାଇଲିସ୍ ଲୁକ୍ ପାଇଁ ଶାଢୀ ଉପରେ ଚେନ୍ ବେଲ୍ଟ ପିନ୍ଧି ପାରିବେ । କିନ୍ତୁ ଧ୍ୟାନ ରଖିବେ ଏଥିପାଇଁ ସିମ୍ପଲ ଓ ହାଲୁକାରଙ୍ଗର ଶାଢୀ ବାଛନ୍ତୁ । ଭାରି କାମବାଲା ଶାଢୀରେ ବେଲ୍ଟ ଭଲ ମାନିବ ନାହିଁ ।
Comments are closed.