Latest Odisha News

BREAKING NEWS

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବ୍ୟୋମକେଶ ।

ବ୍ୟୋମକେଶ ରାୟ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନିକଟ ଅତୀତରେ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ୍ ହେବାକୁ ଅପିଲ କରିଛନ୍ତି । ଏହାସହ ବନ୍ୟା ବିପର‌୍ୟ୍ୟୟ ସ୍ଥିତିରେ ଚାନ୍ଦବାଲି ଲୋକଙ୍କ ସେବା କରି ପାରୁ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ଗତକାଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ସଂକ୍ରମିତ ହୋଇଥିଲେ । ନିଜେ ଟ୍ୱିଟ କରି ଜଣାଇଥିଲେ ଦେବୀ ମିଶ୍ର ।

Leave A Reply

Your email address will not be published.