Latest Odisha News

BREAKING NEWS

ଚନ୍ଦ୍ରଯାନରୁ ଆସିଲା ପୃଥିବୀର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚାନ୍ଦ୍ରାୟଣ-୨ରୁ ପ୍ରଥମ ଫଟୋଚିତ୍ର ଉତ୍ତୋଳନ କରି ପ୍ରକାଶ କରିଛି ।

ନୀଳ ରଙ୍ଗର ସୁଶୋଭିତ ପୃଥିବୀର ଏହି ବିରଳ ଫଟୋଟିକୁ ଶନିବାର ଦିନ ଚାନ୍ଦ୍ରାୟାଣ ୨ ଯାନର ବିକ୍ରମ ଲ୍ୟାଣ୍ଡରରୁ ଉତ୍ତୋଳିତ କରାଯାଇଛି ।

ପୃଥିବୀର ଏହି ସୁନ୍ଦର ଫଟୋରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକାର ମାନଚିତ୍ର ଏବଂ ବ୍ଲାକ ସିର ଫଟୋ ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଚନ୍ଦ୍ରଯାନରେ ବ୍ୟବହୃତ ହୋଇଥିବା ଅଧିକାଂଶ ଯନ୍ତ୍ରପାତି ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ (ସିଟିଟିସି)ସେଣ୍ଟରେ ନିର୍ମିତ ।

Leave A Reply

Your email address will not be published.