ରାଶି ଫଳ
ତା୦୫-୦୮-୨୦୧୯ ସୋମବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]
ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୫ ରିଖ ସୋମବାର କର୍କଟ ୨୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର ଘାତ ଚନ୍ଦ୍ର
ଆଜି: ବେଲ ଖାଇବା ନିଷେଧ
ମେଷ
ଆଜି ଆପଣଙ୍କୁ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମହିଳାମାନେ ପ୍ରତ୍ୟେକ ଦିଗରୁ ଯଶସ୍ବୀ ହେବେ ।

ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ମନ ଅସ୍ଥିର ସହ
ଅପ ବ୍ଯୟ କରାଇବ ।କର୍ମ କ୍ଷେତ୍ରରେ ଶତୃ ବୃଦ୍ଧି ହେବ ।ବିଦ୍ଯାର୍ଥୀମାନେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ମିଥୁନ
ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ମାନ ହାନୀ ଅଙ୍ଗ ପୀଡା ଅନୁଭବ କରିବେ ।ନିଜର ଲୋକ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ
କର୍କଟ
ଧନ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ଯ ପ୍ରାପ୍ତି ହେବ ।ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ ।ଆକସ୍ମିକ ଭାବରେ ଅର୍ଥ ପ୍ରାପ୍ତି ହେବ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ
ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ ।ନିର୍ମାଣଧୀନ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ
କନ୍ୟା
ଆଜି ଆପଣଙ୍କୁ ସଫଳତା ମିଳିବ ।ଆଶାନୁରୂପ ଯୋଜନାକୁ କାର୍ଯ୍ୟକାରୀ କରିବେ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି ।ସାଂସାରିକ ଜୀବନରେ ହସଖୁସି ଦେଖା ଦେବ ।ବ୍ଯବସାୟରେ ସଫଳତା ମିଳିବ ।
ତୁଳା
ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ ।
ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ମହିଳାମାନେ ଅପମାନିତ ଅସୁରକ୍ଷିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।
ବିଛା
କର୍ମ ପ୍ରାପ୍ତିର ଯୋଗ ରହିଛି । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ବ୍ଯୟ ।
ଧନୁ
ହଠାତ୍ ଶରୀର ଅସୁସ୍ଥ ହୋଇ ଯିବ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ମାଲିମକଦମାରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ । ନିର୍ମାଣଧୀନ କାର୍ଯ୍ଯରେ ବାଧା ବିଘ୍ନ ଦେଖା ଦେଇପାରେ
ମକର
ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ବ୍ଯବସାୟରେ ଯଗି ରଖି ଚଳନ୍ତୁ ଧାର କରଜ କରିପାରନ୍ତି ।
କୁମ୍ଭ
ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ମୀନ
ମନ ନିର୍ମଳ ରହିବ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ବ୍ଯବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।