କଟକ : ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ। ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ନୌସେନା ଏବଂ ବିଦେଶରେ ଚାକିର କରାଇଦେବା ନାଁରେ ଲୋକଙ୍କ ଠାରୁ ହଜା ହଜାର ଟଙ୍କା ଠକୁଥିଲେ। ଏହି ଅଭିଯୁକ୍ତ ନିକଟରୁ ନଗଦ ୩୩ ହଜାର ଟଙ୍କା ,ଗୋଟିଏ କାର ଓ ମୋବାଇଲ ଫୋନ ଜବତ କରିଛି ପୋଲିସ। ଏହି ଅଭିଯୁକ୍ତ ଜଣକ ପୂର୍ବତନ ପୋଲିସ ଡିଜିଙ୍କ ପୁଅ କହିବା ସହ ନିଜକୁ ଜଣେ ବରିଷ୍ଠ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ।ଏପରି ଅଭିଯୋଗ ପାଇବା ପରେ ପୋଲିସ ଆଜି ଏହି ଯୁବକଙ୍କୁ ଗିରଫ କରିଥିଲା।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.