Latest Odisha News

BREAKING NEWS

ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିଆ ହୋଇଥାନ୍ତି

ୱେଲିଂଟନ: ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିମାନ ଓ ସର୍ବଗୁଣସମ୍ପନ୍ନ ହୋଇଥାନ୍ତି ବୋଲି ନ୍ୟୁଜିଲାଣ୍ଡର ଏକ ପ୍ରତିଷ୍ଠିତ ଗ୍ରୁପ ରିପୋର୍ଟ ପ୍ରକାଶ କରିଛି । ୪ରୁ ୫ ବର୍ଷ ବୟସର ୨୧,୦୦୦ ଶିଶୁଙ୍କୁ ନେଇ ସେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ଏଥିପାଇଁ ସେମାନେ ୭ ବର୍ଷ କାଳ ସେମାନଙ୍କ ଉପରେ ନଜର ରଖିଥିଲେ । ଫେବୃୟାରୀରେ ଜନ୍ମ ପିଲାମାନେ ବଦଖର୍ଚ୍ଚୀ, ଚିଡଚିଡା ପ୍ରାୟତଃ ହୁଅନ୍ତି ନାହିଁ । କିଛି ଅଲଗା କରିବା ପାଗଳାମୀ ଏମାନଙ୍କ ନିକଟରେ ଥାଏ ।

ସବୁଠାରୁ ବଡ ଦୁର୍ବଳତା ହେଲା ଏମାନେ ଅତ୍ୟଧିକ ଭାବପ୍ରବଣ ହୋଇଥାନ୍ତି । ଯାହା ଫଳରେ ସେମାନେ ଧୋକା ଖାଇଥାନ୍ତି ।

Leave A Reply

Your email address will not be published.