ନୂଆଦିଲ୍ଲୀ:କରୋନା ଭାଇରସର ପ୍ରଭାବ ଏତେମାତ୍ରାରେ ବ୍ୟାପିଯିବ କେହି କେବେ ସ୍ୱପ୍ନରେ ଭାବି ନ ଥିଲେ । ମାତ୍ର ୨ ମାସ ମଧ୍ୟରେ ୨୦ ସହର ସମ୍ପୂର୍ଣ୍ଣ ଲକଡାଉନ ହୋଇଯାଇଥିବା ବେଳେ ୧୨୦ କୋଟି ଲୋକ ସଂକ୍ରମଣରୁ ବଂଚିବା ପାଇଁ ଘର ମଧ୍ୟରେ ରହିଛନ୍ତି । ୫୦ରୁ ଅଧିକ ଦେଶରେ କେତେକ ନିର୍ଦ୍ଦିଷ୍ଟ ସହରରେ କର୍ଫ୍ୟୁ ଲଗାଯାଇଛି ।
ଚୀନ, ଡେନମାର୍କ, ଫ୍ରାନ୍ସ, ଆୟର୍ଲାଣ୍ଡ, ଇଟାଲୀ, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡ, ସ୍ପେନ, ବେଲଜିୟମ, ଆର୍ଜେଂଟିନା, ଭାଟିକାନା ସିଟି, ନରୱେ, ଇରାନ, ଦକ୍ଷିଣ କୋରିଆ, ହଂକଂ, ଇଣ୍ଡୋନେସିଆ ଦେଶରେ ଲକଡାଉନ ଲାଗୁ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ୨ ଲକ୍ଷ ୫୦ ହଜାର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦,୫୦୦ ଲୋକ ମୃତ୍ୟୁବରଣ କରିସାରିଲେଣି । ଭାରତରେ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ନିୟମ ଲାଗୁ କରାଯାଇଛି ।
BREAKING NEWS
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
Comments are closed.