ୟୁନାନ: ଚୀନର ୟୁନାନ ଅଂଚଳରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ୧୪ ହାତୀର ଏକ ଦଳ ସହର ମଧ୍ୟରେ ପ୍ରବେଶ କରିଥିଲେ । ଖାଦ୍ୟ ସନ୍ଧାନରେ ସେମାନେ ଏକ ମଦ ଦୋକାନ ମଧ୍ୟରେ ପଶି ଯାଇଥିଲେ । ସେଠାରେ ଉତ୍ପାତ କରିବା ସହ ୩୦ ଲିଟର ମଦ ପିଇଥିଲେ । ଏହା ପରେ ଗୋଟିଏ ଯୋଡା ହାତୀ ନିଶାସକ୍ତ ଅବସ୍ଥାରେ ଢ଼ଳି ଢ଼ଳି ଚାଲିବା ସହ ପରସ୍ପର ସହ ମଜା କରୁଥିବା ଦେଖିବାକୁ ମିଳିଥିଲା । ଶେଷରେ ନିଶା ଜୋର ଧରିବାରୁ କିଛି ବାଟ ଯିବା ପରେ ସେମାନେ ଶୋଇ ପଡିଥିଲେ ।
ଏହି ଘଟଣା ସିସିଟିଭିରେ କୈଦ ହୋଇଯିବା ପରେ ଏହାକୁ ଜଣେ କିଏ ସୋସିଆଲ ନେଟୱର୍କିଂ ସାଇଟରେ ଛାଡି ଦେଇଥିଲା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
- ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କଲେ ଚହଲ
- Pitabas Panda Murder Case:ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା, ୨୮ରେ ପୁଣି…
- କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’
- Simlipal National Park:ଏହିଦିନ ଖୋଲିବ ଶିମିଳିପାଳ;ଦୈନିକ ୬୦ଗାଡ଼ିକୁ ଅନୁମତି
- Owaisi slams Elon Musk: ‘ଗୋରା ଆସି ଭାରତକୁ ନିର୍ଦ୍ଦେଶ ଦେଇପାରିବନି…’, ମସ୍କଙ୍କୁ ଓୱେସୀଙ୍କ ଟାର୍ଗେଟ୍, ମୋଦୀଙ୍କୁ କହିଲେ ‘ବାଏ ବାଏ’ କୁହନ୍ତୁ…
- OCI Card: ଦେଶରୁ ବିଦେଶୀ ନାଗରିକଙ୍କୁ ଜୋରଜବରଦସ୍ତି ବାହାର କରାଯାଇପାରିବ କି? ପ୍ରତିବାଦରେ କ’ଣ ହୋଇପାରିବେନି ସାମିଲ୍? କ’ଣ କହୁଛି ନିୟମ…

Comments are closed.