Latest Odisha News

BREAKING NEWS

ଚୀନ ଚାଲ୍ : ଭୁଟାନ ସହ ସୀମା ବିବାଦ ତୁଟାଇବା ପାଇଁ ପ୍ୟାକେଜ ଲୋଭ ଦେଖାଉଛି

ନୂଆଦିଲ୍ଲୀ:ଚୀନ ବିରୋଧରେ ଭାରତ ଯେଉଁ ଚକ୍ରବ୍ୟୁହ ରଚିଥିଲା ଡ୍ରାଗନ ଟିମ୍ ଏହାକୁ ଧିରେ ଧିରେ ଭାଙ୍ଗିବା ପାଇଁ ଉଦ୍ୟମ କରିଛି । ପାକିସ୍ତାନ, ବାଂଲାଦେଶ ଓ ନେପାଳ ପରେ ଚୀନ ଭୁଟାନକୁ ମନେଇବାକୁ ଆରମ୍ଭ କରିଛି । ରିପୋର୍ଟ ମୁତାବକ ୧୯୯୬ ଅଦଳ ବଦଳ ନୀତି ଆପଣାଇଛି ।

ଏହା ଅନୁସାରେ ଚୀନ ଭୁଟାନ ସୀମାର ବିବାଦୀୟ କ୍ଷେତ୍ର ଦେବ ଓ ତା ବଦଳରେ ଡୋକଲାମ ସହିତ ପଶ୍ଚିମ ସୀମାର ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଇଯିବ । ଏହା ହେଲେ ଭାରତ ପାଇଁ ଚିନ୍ତାର କାରଣ ସାଜିବ । ଚୀନ ଓ ଭୁଟାନ ମଧ୍ୟରେ ଅନେକ ସ୍ଥାନରେ ସୀମା ନିର୍ଦ୍ଧାରଣ ହୋଇ । ଚୀନ ଏଗୁଡିକ ଉପରେ କବ୍ଚା ଜମାଇ ଭୁଟାନ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରିବ ।

Leave A Reply

Your email address will not be published.