କାଠମାଣ୍ଡୁ: ନେପାଳ ଚାଇନାର ଏକ କମ୍ପାନୀ ସହ ୧୦୦ ଟଙ୍କିଆ ୩୦ କୋଟି ନୂଆ ନୋଟ୍ ଛାପିବା ପାଇଁ ଚୁକ୍ତି କରିଛି।
ଏହି ଚାଇନିଜ୍ କମ୍ପାନୀ ୧୦୦ ଟଙ୍କିଆ ୩୦ କୋଟି ନୋଟ୍ ପ୍ରିଣ୍ଟ୍ କରିବ। ଏହି ନୋଟର ମାନଚିତ୍ରରେ ନେପାଳର ଏକ ଅଂଶ ଭାବରେ ଭାରତର ଲିପୁଲେଖ, ଲିମ୍ପିଆଡୁରା ଏବଂ କାଲାପାନି ଅଞ୍ଚଳ ସ୍ଥାନ ପାଇଛି। ନେପାଳର ମନ୍ତ୍ରୀ ପରିଷଦ ମଧ୍ଯ ଏହାକୁ ଅନୁମୋଦନ ଦେଇଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି।
Comments are closed.