ନୂଆଦିଲ୍ଲୀ: ଏଲଜେପି ନେତା ଚିରାଗ ପାସୱାନ କଙ୍ଗନା ରାନାୱତଙ୍କ ସମର୍ଥନରେ ବାହାରି ମୁମ୍ବାଇ, ବିହାର ତଥା ଉତ୍ତର ଭାରତର ଅନ୍ୟ ଅଞ୍ଚଳର ଲୋକଙ୍କୁ ଅଭିନେତ୍ରୀଙ୍କ ସହିତ ସମର୍ଥନରେ ଛିଡ଼ା ହେବାକୁ ନିବେଦନ କରିଛନ୍ତି।
ସମସ୍ତ ଦେଶଭକ୍ତ କଙ୍ଗନାଙ୍କ ଥିବା କଥା ଚିରାଗ କହିଛନ୍ତି । ବିହାରୀ ଯୁବକ ସୁଶାନ୍ତଙ୍କ ପାଇଁ ନ୍ୟାୟର ଲଢେଇ ଲଢ଼ୁଥିବା କଙ୍ଗନା ବଲିଉଡର ସତ୍ୟତା ପ୍ରକାଶ କରିଥିବାରୁ ଅନେକ ଲୋକ ତାଙ୍କ ବିରୁଦ୍ଧରେ ଯାଇଥିବା କଥା ସେ କହିଛନ୍ତି ।
ଅନ୍ୟ ଏକ ଟୁଇଟ୍ରେ ଏଲଜେପି ନେତା କହିଛନ୍ତି, “ମହାରାଷ୍ଟ୍ର ହେଉଛି ଏକ ରାଜ୍ୟ ଯାହା ଭାରତୀୟ ସମ୍ବିଧାନ ଦ୍ୱାରା ପରିଚାଳିତ। ଆଜି କଙ୍ଗନା ସହିତ ଯାହା ଘଟିଛି, ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ସହ ଘଟିପାରେ। ମୁମ୍ବାଇ ସମସ୍ତଙ୍କ ଅବଦାନ ଦ୍ୱାରା ନିର୍ମିତ ହୋଇଛି, ଏହା ହେଉଛି କୌଣସି ବ୍ୟକ୍ତିର ଉତ୍ତରାଧିକାରୀ ନୁହେଁ।”
महाराष्ट्र भी भारतीय संविधान के अंतर्गत आने वाला प्रदेश है। आज कंगना के साथ जो हुआ है वह कल पूरे देश के विभिन्न प्रान्तों से आये लोगों के साथ हो सकता है। मुम्बई को सबने मिलकर बनाया है वह किसी अकेले की विरासत नहीं।
— युवा बिहारी चिराग पासवान (@iChiragPaswan) September 9, 2020


Comments are closed.