Latest Odisha News

BREAKING NEWS

ପ୍ରେମ ସପ୍ତାହରେ ଅଲଗା ହେଲେ : ମାଇକେଲ କ୍ଲାର୍କ-କାଇଲ

ବ୍ରିସବେନ୍‌:ଅଷ୍ଟ୍ରେଲିଆର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ପତ୍ନୀ କାୟଲିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଉଭୟ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କ ୪ ବର୍ଷର ଶିଶୁ କନ୍ୟା ରହିଛି । ତେବେ ପ୍ରେମ ସପ୍ତାହରେ ଏହି ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଛି । ଆମେ ପରସ୍ପରକୁ ଉପଯୁକ୍ତ ସମ୍ମାନ ଦେଇ ଅଲଗା ହେଉଛି ବୋଲି ଉଭୟ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ସ୍ଥ୍‌ନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୦ ମିଲିୟନ ଡଲାରରେ ଏହି ବିବାହ ବିଚ୍ଛେଦ ହୋଇଛି । ୫ ମାସ ପୂର୍ବରୁ ସେମାନେ ଅଲଗା ରହୁଥିଲେ ।

Leave A Reply

Your email address will not be published.