Latest Odisha News

ଭୁବନେଶ୍ଵରରେ ମୁହାଁମୁହିଁ ହେଲେ ପୋଲିସ୍ – ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର: ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କଲା କଂଗ୍ରେସ।

ଆଜି ରାଜଧାନୀରେ ଛାତ୍ର କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଯେଉଁ ସମୟରେ ପୋଲିସ ଅଟକାଇବାରୁ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ବ୍ୟାରିକେଡ଼ ଭାଙ୍ଗିବାକୁ ଉଦ୍ୟମ କରି ଭିତରକୁ ପଶିଥିଲା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.